ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ ; ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କଥା ହେଲେ କେନ୍ଦ୍ର ଗୃହ – ମନ୍ତ୍ରୀ ଅମିତ ଶାହ

ଓଡିଶା ତାଜା ନ୍ୟୁଜ୍ (୨୨ ଜୁନ୍ ସୋମବାର) ପୁରୀ :ବିନା ଭକ୍ତରେ ରଥଯାତ୍ରା କରିବାକୁ ସମ୍ମତି ଜଣାଇଲେ କେନ୍ଦ୍ର ଓ ରାଜ୍ୟ ସରକାର ; ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖିଲେ ସଲିସିଟର ଜେନେରାଲ,କହିଲେ – ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନ କରାଯାଉ,ଏହାସହ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପ୍ରସ୍ତାବ ଦେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ ;

ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି ରଥଯାତ୍ରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅମିତ ଶାହ କଥା ହୋଇଥିବା ସୂଚନା ; ଶାହ କଥା ହେବା ନେଇ ବିଜେପି ସଭାପତି ସମୀର ମହାନ୍ତିଙ୍କ ସୂଚନା ରଥଯାତ୍ରା ନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ । ଅରୁଣ ମିଶ୍ରଙ୍କ ବେଞ୍ଚରେ ପକ୍ଷ ରଖିଲେ ସଲିସିଟର ଜେନେରାଲ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ ମାମଲା ଲଢୁଛନ୍ତି । କଟକଣାରେ ରଥଯାତ୍ରା କରାଯାଇପାରିବ । ଶହଶହ ବର୍ଷର ପରମ୍ପରାକୁ ବନ୍ଦ କରାଯାଇପାରିବ ନାହିଁ

Exit mobile version