ନୟାଗଡ ଜିଲ୍ଲାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ-୨0୨୩

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ନୟାଗଡ ଜିଲ୍ଲାରେ ମୋଟ ୨୩୧ ସ୍କୁଲର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ. ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ୧୨,୧୮୯ ଜଣ ଛାତ୍ର ଛାତ୍ରୀ.  ପାସ କରିଛନ୍ତି ୧୧,୮୧୩ ଅର୍ଥାତ ନୟାଗଡ ଜିଲ୍ଲାରେ ପାସ ହାର ୯୬. ୯୨%. ପରୀକ୍ଷା ଦେଇ ନଥିଲେ ୧୬0 ଜଣ. ମାଲପ୍ରାକ୍ଟିସ (MP) ୧୩ ଜଣ.  ସେହି ଭଳି A1-୧୪0, A2-୬୯୯, B1-୧୭0୭, B2-୨୫୬୩, C-୨୮୭୩, D-୨୩୧୫, E- ୧୫୧୬, F-୨0୩ ଗ୍ରେଡ଼ ଛାତ୍ର ଛାତ୍ରୀ ପାଇଛନ୍ତି. ସେହିଭଳି ଚଳିତ ବୋର୍ଡ ପରୀକ୍ଷାରେ ୬୩୧O ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ ୫୫0୩ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି. ତେବେ ନୟାଗଡ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ସଫଳତା ପାଇଁ ଛାତ୍ର ଛାତ୍ରୀଙ୍କ ସମେତ ନୟାଗଡ ଜିଲ୍ଲା ଶିକ୍ଷା ବିଭାଗକୁ ସୁଭେତ୍ସାର ସୁଅ ଛୁଟିଥିବା ଦେଖିବାକୁ ମିଳିଛିନୟାଗଡ ଜିଲ୍ଲାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ-୨0୨୩ ନୟାଗଡ ଜିଲ୍ଲାରେ ମୋଟ ୨୩୧ ସ୍କୁଲର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ.  ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିଲେ ୧୨,୧୮୯ ଜଣ ଛାତ୍ର ଛାତ୍ରୀ.

ପାସ କରିଛନ୍ତି ୧୧,୮୧୩ ଅର୍ଥାତ ନୟାଗଡ ଜିଲ୍ଲାରେ ପାସ ହାର ୯୬. ୯୨%. ପରୀକ୍ଷା ଦେଇ ନଥିଲେ ୧୬0 ଜଣ. ମାଲପ୍ରାକ୍ଟିସ (MP) ୧୩ ଜଣ. ସେହି ଭଳି A1-୧୪0, A2-୬୯୯, B1-୧୭0୭, B2-୨୫୬୩, C-୨୮୭୩, D-୨୩୧୫, E- ୧୫୧୬, F-୨0୩ ଗ୍ରେଡ଼ ଛାତ୍ର ଛାତ୍ରୀ ପାଇଛନ୍ତି. ମାଟ୍ରିକ ରେଜଲ୍ଟ କେଶବ ନୟାଗଡ଼ ଜିଲ୍ଲା ଟପ୍ପର ୫୭୮/୬୦୦ ଦଧିବାମନ ଜିଉ ହାଇସ୍କୁଲ, ଶିଖରପୁର । ସେହିଭଳି ଚଳିତ ବୋର୍ଡ ପରୀକ୍ଷାରେ ୬୩୧O ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ ୫୫0୩ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି. ତେବେ ନୟାଗଡ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏହି ସଫଳତା ପାଇଁ ଛାତ୍ର ଛାତ୍ରୀଙ୍କ ସମେତ ନୟାଗଡ ଜିଲ୍ଲା ଶିକ୍ଷା ବିଭାଗକୁ ସୁଭେତ୍ସାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି.ମାଟ୍ରିକ ରେଜଲ୍ଟ  କେଶବ ନୟାଗଡ଼ ଜିଲ୍ଲା ଟପ୍ପର ।

Exit mobile version