ଫୁଟ୍ଟାସିଙ୍ଗ୍ ଗ୍ରାମରେ ଏକ ଛାତ୍ରଛାତ୍ରୀ ଏବଂ ସରକାରୀ ବେ-ସରକାରୀ ମଧ୍ୟରେ ୨୪ତମ ବାର୍ଷିକ ଉତ୍ସବ ବଣ ଭୋଜି ଅଧିବେଶନ ଅନୁଷ୍ଠିତ ହୋଇଛି

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଫୁଟ୍ଟାସିଙ୍ଗ୍ ଗ୍ରାମରେ ଚଳିତ ମାସ ଛାତ୍ରଛାତ୍ରୀ ଏବଂ ସରକାରୀ ବେ-ସରକାରୀ ସଂଘର ୨୪ତମ ବାର୍ଷିକ ବଣ ଭୋଜି ଅଧିବେଶନ ଅନୁଷ୍ଠିତ ହୋଇଛି ।  ସମ୍ପାଦକ ଶ୍ରୀ-ନରେଶ ଗମାଙ୍ଗ ରହିଥିବାବେଳେ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ ପାଠ ପଢା ଜୀବନରେ ଅଭିବୃଦ୍ଧି ନେଇ ଗୀତ ମାଧ୍ୟମରେ ଆଗକୁ ଅଭିବୃଦ୍ଧି କରାଇଥିଲେ । ତଥା ସଭାପତି ଶ୍ରୀ-ପାଉଲ ଶବର ସମସ୍ତ କାର୍ଯ୍ଯକୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜିର ସ୍ବୀଚୀ ପତ୍ର ରୂପେ କାର୍ଯ୍ଯ କରୁଥିଲେ । ଏହା ପରେ ଅଭ୍ୟାର୍ଥନା,ବନ୍ଦନା ଗୀତାର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ ସ୍ବ-ସ୍ବାଗତମ୍ କରିଥିଲେ । ମଞ୍ଚାସିନ ଅତିଥିମାନଙ୍କୁ ସାଂସ୍କୃତିକ ନାଚ ଗୀତରେ ସ୍ବ- ସ୍ବାଗତ ଅଭିନନ୍ଦନ ଗୀତ ଗାନ କରୁଥିଲେ ।ଗତ କିଛି ବର୍ଷ ପୂର୍ବରୁ କୋରନା କଟକଣା ମହାମାରୀ ଯୋଗୁଁ ବନ୍ଦ ହୋଇଥିଲା । କିନ୍ତୁ ଏହି ଦୁଇ ବର୍ଷ ପରେ ବଣ ଭୋଜି ୨୪ତମ ବାର୍ଷିକ ଉତ୍ସବ ପାଳନ ଆୟୋଜିତ କରାଯାଉଛି । କେତେକ ଛାତ୍ର ଛାତ୍ରୀମାନେ ଭାବିଲେ କି ଆମ ପାଠ ପଢା ଜୀବନରେ ସ୍କୂଲ ରହି ଶିକ୍ଷକ ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥାଉ ଏବଂ ଗ୍ରାମ ଗହଳି ମଧ୍ୟରେ ଆମ ପାଇଁ କିଏ ଶିକ୍ଷା କରାଇବେ କହି ଏକ ସୁନ୍ଦର ଅବକାଶ ମଧ୍ୟରେ ମୂଖ୍ୟ ବକ୍ତାଙ୍କ ଆମନ୍ତ୍ରିତ କରିଥିଲେ । ଶ୍ରୀ-ଆଚାର୍ଯ୍ୟ ମାନସ ରଞ୍ଜନ ସାନ ନାୟକ (ବ୍ରହ୍ମପୁର) ଗଜପତି । ଆଜିକାର ଛାତ୍ରଛାତ୍ରୀମାନଙ୍କୁ ନେଇ କେଉଁ ଭଳି ଅନୁ-ଚିନ୍ତା ଧାରା ଭକ୍ତାଙ୍କ ଦ୍ବାରା ଆଗତ ଶିକ୍ଷାରେ ଅଂଶିଧାର “ହେବ ଯୁବକମାନେ ସର୍ବ ବିଷୟରେ ସୁ-ବୁଦ୍ଧି ହୁଅ” ।

କେତେକ ବାକ୍ୟାଂଶ ନେଇ ଛାତ୍ରଛାତ୍ରୀମାନଙ୍କ ଜୀବନ ପଥ ମଧ୍ୟରେ ଅଭିଜ୍ଞତା ଚିନ୍ତା ଧାରା ଅନୁଗମନ ଶିକ୍ଷା କରାଇଥିଲେ । ଏହା ସତ୍ତ୍ବେ ଛାତ୍ର ଛାତ୍ରୀମାନେ ଯେଉଁ ଶିଶୁ କଳା ପ୍ରେମୀ ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇ ଉତିର୍ଣ୍ଣ ହୋଇଛନ୍ତି,ସେହି ଶିଶୁ କଳା ପ୍ରେମୀ ପ୍ରଥମ ସ୍ଥାନ,ଦ୍ବିତୀୟ ସ୍ଥାନ,ତୃତୀୟ ସ୍ଥାନରେ ରହି ୨୭ ଜଣ ଛାତ୍ର ଛାତ୍ରୀ ମୂଖ୍ୟ ବକ୍ତାଙ୍କ ଦ୍ବାରା କୁନି କୁନି ପିଲାମାନଙ୍କୁ ପୁରସ୍କୃତ ହୋଇ ପୁରସ୍କାର ବିତରଣ ପ୍ରଦାନ ଦେଇଥିଲେ ।ଫୁଟ୍ଟାସିଙ୍ଗ୍ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ନେଇ ତଥ୍ୟ ସହିତ ପିତା ଅଭିଗମ ଭାବକମାନଙ୍କ ମଧ୍ୟରେ ଏହି ୨୪ତମ ବାର୍ଷିକ ଉତ୍ସବ ପାଳନ ମହା ଆଳମ୍ବରରେ ଆଜି ଏକ ଉଲ୍ଲାସ ଜନକ ବଣ ଭୋଜି ମଧ୍ୟରେ ଅନୁଭବ ଆଲୋଚନା ମୂଳକ ବାର୍ଷିକ ସଭାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ପ୍ରାପ୍ତ ମୂଳ ପ୍ରସଙ୍ଗ “ହେବ ଯୁବାମାନେ ସର୍ବ ବିଷୟରେ ସ୍ବ-ବୁଦ୍ଦି ହୁଅ” ମୂଳ ଲକ୍ଷ୍ଯ ନେଇ ଅନେକ ବିଷୟରେ ଶିକ୍ଷା ଅନୁସରଣ ମନ ଭାବାପନ୍ନ ଭକ୍ତା ମହାଶୟ ଛାତ୍ରଛାତ୍ରୀ,ସରକାରୀ ବେ-ସରକାରୀ କର୍ମଚାରୀଗଣଙ୍କ ପ୍ରତି ଆପଣେଇ ଅଭିବୃଦ୍ଧି ଶିକ୍ଷା ଦେଇଥିଲେ ।

ଏଥିରେ ଉଦ୍ଦ୍ୟାକକ୍ତା ଶ୍ରୀ-ବିନଏଲ୍ ଶବର,କୋଷାଧ୍ୟକ୍ଷ-ଅନେଶି ଭୂୟାଁ,ମିନିଟ୍ ଲେଖିକା ଶ୍ରୀ- ନିରିମା ଗମାଙ୍ଗ, ଏକ୍ସ ଆର୍ମୀ ଶ୍ରୀ-ମାନୁଏଲ୍ ଶବର,ଇଂଞ୍ଜିନେରିଙ୍ଗ୍ ଛାତ୍ର-ଜସିୟ ଗମାଙ୍ଗ, ଫୁଟ୍ଟାସିଙ୍ଗ୍ ମଣ୍ଡଳୀର କାର୍ଯ୍ଯକାରୀଗଣ,ବୁଦ୍ଧିଜୀବିମାନେ ରହିଥିବାବେଳେ ଛାତ୍ର ଛାତ୍ରୀ ଅଭିଭାବକ ସର୍ବ ମୋଟ ୭୦୦ ରୁ ଉର୍ଦ୍ଦ ଉପସ୍ଥିତ ରହିଥିଲେ । ତଥା ମୂଖ୍ୟ ଅତିଥି ବକ୍ତା ଗଜପତି (ବ୍ରହ୍ମପୁର) ଗ୍ରାମର ଶ୍ରୀ-ଆଚାର୍ଯ୍ୟ ମାନସ ରଞ୍ଜନ ସାନ ନାୟକ ପ୍ରମୁଖ ଥିଲେ ।

 

Exit mobile version