୧୬ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା ଗୁଣପୁର :- ଫୁଟ୍ଟାସିଙ୍ଗ୍ ଗ୍ରାମାଞ୍ଚଳରେ ସ୍କୂଲ ପାଠାଗାର ପ୍ରଶିକ୍ଷଣ କରିବା ସତ୍ତ୍ବେ,ଗାଆଁ ଗହଳିରେ ବୁଲିବା ବଦଳରେ ଜାଗତିକ ପାଠ ପଡା ସହିତ ଆଧ୍ୟାତ୍ମିକ ଅଭିବୃଦ୍ଧି ନିମନ୍ତେ କିଛି ସାଧାରଣ ଜ୍ଞାନ ପ୍ରତିଯୋଗୀତା ଏବଂ ବାଇବେଲ ଧନ୍ଦାମୂଳକ ପରୀକ୍ଷା ମାଧ୍ୟମରେ କରାଯାଇଥିଲା । ଚଳିତ ମାସ ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ରଶିକ୍ଷଣ ଧନ୍ଦାମୂଳକ ପରୀକ୍ଷା ହୋଇଥିଲା । ଗତ କିଛି ବର୍ଷ ପୂର୍ବରୁ କୋରନା କଟକଣା ମହାମାରୀରୁ ବନ୍ଦ ହୋଇଥିବାବେଳେ ଏହି ବର୍ଷ ଏକ ଛାତ୍ର ଛାତ୍ରୀମାନଙ୍କୁ ନେଇ ପ୍ରଶିକ୍ଷଣ ଧନ୍ଦାମୂଳକ ପରୀକ୍ଷା କାର୍ଯ୍ଯ ସୂଚୀ ପ୍ରସ୍ତୁତ କରିଥିଲେ ।
ଏହି ପ୍ରଶ୍ନ ପତ୍ର ମଧ୍ୟରେ ଓଡିଆ ଭାଷା, ସଉରା ଭାଷାର ଲିଫି ବଦ୍ଦକ ହୋଇ କାର୍ଯ୍ଯ ସୂଚୀ ହୋଇଥିଲା । ଏଥିରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ=୧୩ ଜଣ,ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ=୪୫ ଜଣ,ଏକାଦଶରୁ ଇଂଞ୍ଜିନେରିଙ୍ଗ୍=୦୮ ଜଣ, ସଉରାରେ=୦୭ । ମୋଟ ଛାତ୍ର ଛାତ୍ରୀ=୭୩ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପତ୍ରର ମୂଲ୍ୟାଙ୍କନ ୫୦ ମାର୍କ ମଧ୍ୟରେ ରହିଥିଲା । ପରୀକ୍ଷାର୍ଥୀମାନଙ୍କ ପ୍ରଶ୍ନର କାର୍ଯ୍ଯ ସୂଚୀ ପତ୍ର ଓଡିଆ ଭାଷା,ସଉରା ଭାଷା ପ୍ରସ୍ତୁତ କର୍ତ୍ତା ଶ୍ରୀ-ବିନୋଏଲ୍ ଶବର,ଶ୍ରୀ-ଅନେଶୀ ଭୂୟାଁ,ଶ୍ରୀ-ଗୁସାନ୍ତ ଶବର । ଜୋର୍ଜ ହେଉଛନ୍ତି ଏଥିରେ ଶ୍ରୀ-ଗାଲିଓ ଶବର,ଶ୍ରୀ-ପାଉଲ ଶବର, ଶ୍ରୀମତୀ-କେଲୋନୀ ଦଳବେହେରା, ଶ୍ରୀ-ରେମକା ଦଳବେହେରା ରହିଥିଲେ । ସ୍ଥାନୀୟ ଚାଳକ ଶ୍ରୀ-ଯୁନେଶ ରାଇକା ପ୍ରମୂଖ ଥିଲେ ।

