ଏନ୍ ଫୋର୍ସମେଣ୍ଟ ଟିମ୍ ଉପରେ ଖଣି ମାଫିଆଙ୍କ ଚଢ଼ାଉ – ଅମିନ ଆହତ

ଏନ୍ ଫୋର୍ସମେଣ୍ଟ ଟିମ୍ ବାଇକ୍ ଯୋଗେ ଚଢ଼ାଉ କରିଥିବା ବେଳେ ଖଣି ବ୍ୟବସାୟୀମାନେ ଗାଡ଼ି ଚଢ଼ାଇବାର ଭୟଭୀତ କରାଇ ଖସି ଯିବାରେ ସକ୍ଷମ ହୋଇଛନ୍ତି । ଖଣି ମାଫିଆଙ୍କ ଆକ୍ରମଣ ପରେ ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହର ଚାନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି କୁଶୁପଲ୍ଲା ରେ ବେଆଇନ ମାଙ୍କଡ ପଥର ଖଣି ଚାଲିଥିବାର ଅଭିଯୋଗ ହୋଇଆସୁଛି। ଖଣି ଚୋର ମାନେ ଅବାଧରେ ଖଣି ଚୋରି କରୁଛନ୍ତି
- Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ
by
Proprietor Abhimanyu Maharana
May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ
by
Proprietor Abhimanyu Maharana
May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ
by
Proprietor Abhimanyu Maharana
May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ
by
Proprietor Abhimanyu Maharana
May 11, 2026
ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ
by
Proprietor Abhimanyu Maharana
May 11, 2026
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
May 11, 2026