ପ୍ରଶାସନ ପକ୍ଷରୁ ଆଇନଜିବୀ ଙ୍କୁ ତିନିଚକିଆ ସାଇକେଲ ପ୍ରଦାନ

୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼  : ଆଜି ଶୁକ୍ରବାର ଉପଜିଲ୍ଲାପାଳ ଅଫିସ୍, ପାଟଣାଗଡ ଙ୍କ ପ୍ରାଙ୍ଗଣ ରେ, ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ସମାଜ ମଙ୍ଗଳ ଅଧିକାରୀ ଉପଖଣ୍ଡ ସ୍ତରୀୟ କମଲ ବାରିକ, ସରକାରୀ ଓକିଲ ଇନ୍ଦୁଭୂଷଣ ଠାକୁର,

ରମେଶ କୁମାର ସାହୁ ଙ୍କ ଉପସ୍ଥିତି ରେ ଏକ ତିନି ଚକିଆ ସାଇକଲ ଶ୍ରୀଯୁକ୍ତ ତରୁଣ କୁମାର ପାତ୍ର ପିତା ନନ୍ଦ କିଶୋର ପାତ୍ର, ପାଟଣାଗଡ ଙ୍କୁ ପ୍ରଦାନ କରାଯାଇ ଅଛି । ଏଥି ରେ ଖୁସି ହୋଇ ଶ୍ରୀଯୁକ୍ତ ପାତ୍ର ଉପଜିଲ୍ଲାପାଳ ଡ ସେଠୀ ଙ୍କୁ ହାର୍ଦିକ କୃତଜ୍ଞତା ଜଣାଇଛନ୍ତି । ସରକାରୀ ଅନୁଦାନ ର ସତ୍ ବ୍ୟବହାର ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଅଛି ।

Exit mobile version