ଅଟୋ ଦୁର୍ଘଟଣା : ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ

୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ଥାନା ଅନ୍ତର୍ଗତ ଗୋଛାଗୁଡା ଘାଟିରେ ହୋଇଥିବା ଅଟୋ ଦୁର୍ଘଟଣାରେ ୭ଜଣ ଗୁରୁତ୍ବରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ସେଥିମଧ୍ୟରୁ ମଙ୍ଗଳା ମଳିକ ନାମକ ( ୪୮) ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।ଅନ୍ୟ ୩ଜଣ କେଶବ ତନ୍ତୀ, ରମେଶ ମଳିକ, ନୟନ ମଳିକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟପଣ୍ଣ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୁଚନା ଦେଇଛନ୍ତି ।

Exit mobile version