ଗଜପତି ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ରାଜେନ୍ଦ୍ରମିଞ୍ଜ

୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ରାଜେନ୍ଦ୍ର ମିଞ୍ଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ବ୍ରହ୍ମ ପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ (ଏସ. କେ.ସି.ଜିମେଡ଼ିକାଲ କଲେଜ ରେଜିଷ୍ଟର) ନିବନ୍ଧକ ଭାବେ କାର୍ଯ୍ୟରତ ଥିଲେ ।

ପ୍ରକାଶ ଥାଉ କି ପୂର୍ବତନଅତିରିକ୍ତଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଙ୍କ ବଦଳି ହେବା ପରେ ଏହି ପଦବୀ ଟି ଖାଲି ପଡିଥିଲା । ଅତିରିକ୍ତ ଜିଲ୍ଲାପାଳ ଭାବେ ରାଜେନ୍ଦ୍ର ମିଞ୍ଜ ବର୍ତ୍ତମାନ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Exit mobile version