ଲୁହାଗର ଗ୍ରାମ ପଞ୍ଚାୟତରେ ସ୍ବତନ୍ତ୍ର ସାମାଜିକ ସମିକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଛି

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗଡ଼ :-  ନୂଆଗଡ଼ ବ୍ଲକ ଲୁହାଗର ଗ୍ରାମ ପଞ୍ଚାୟତରେ ଏକ ସାମାଜିକ ସମୀକ୍ଷାର ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଛି । ଏହି ଗ୍ରାମ ସଭାର ସଭାପତ୍ବିତ ଭାବେ ଶ୍ରୀମତି ରଶ୍ମିତା ସିଂ ପରିଚାଳନା କରିଥିଲେ । ଗ୍ରାମ ପଞ୍ଚାୟତର ଯେତେକ କାର୍ଯ୍ୟ ଯଥା: ଏମ୍,ଜି,ଏନ୍,ଆର୍,ଇ,ଜି,ଏ, ପଥର ବନ୍ଦା ,ବନ୍ଦ ଖୋଳା, ଜମିସମତଳ,14 th,15 th,finance ଇତ୍ଯାଦି । କାର୍ଯ୍ୟ କରି ନିଜ ପରିବାର ବର୍ଗଙ୍କୁ ପେଟ ମେଣ୍ଟଉଥିଲେ । ଏମ୍,ଜି,ଏନ୍,ଆର୍,ଇ,ଜି,ଏ, ର କାମ ଯାଇକି ପେଟ ମେଣ୍ଟଉଥିବାବେଳେ ,ଆଜି ଲୋକମାନଙ୍କ ଭୋକିଲା ଦେଖା ଦେଉଛି । ପ୍ରଶାସନ ଏହାର ତଭ୍ବବଧାନ ଅଣଦେଖା ହୋଇଥିବା ବେଳେ ବ୍ଲକ୍ ର ଜେଇ ବିଲ୍ ପତ୍ର ବିଳମ୍ବ କରୁଛନ୍ତି । ଏମ୍,ଜି,ଏନ୍,ଆର୍,ଇ,ଜି,ଏ, କାମର ପଇସା ପତ୍ର ବା ବିଲ୍ ପତ୍ର ବିଳମ୍ବ କରୁଥିବା ଯୋଗୁଁ ଶ୍ରମିକ ମାନେ ଆଜିର ଗ୍ରାମ ସଭା ବୈଠକରେ ଲୋକେ ଅଭିଯୋଗ କରିଥିଲେ । ଲୁହାଗର ଗ୍ରାମର ସରପଞ୍ଚ ଶୁଭାସେନି ମଣ୍ଡଳ ଗ୍ରାମ ରୋଜଗାର ସେବକ ତିରୁପତି ରାଓ ନାଏବ ସରପଞ୍ଚ ରାଜେଶ ରଇତ ସମିତି ସଭ୍ୟ ଯୋଗାଣ ସହାୟକ ଏବଂ ଜିଏସ୍ ପିଏଜି ସିଏଚ୍ ଏବଂ ନୂଆଗଡ଼ ବ୍କକ୍ ର ଭି,ଆର,ପି,ରଶ୍ମିତା ସିଂ,କେଲନି ଗମାଙ୍ଗ,ଆଶ୍ବାସିନି କର ଏବଂ ଗ୍ରାମ ପଞ୍ଚାୟତ ‌ ପ୍ରତ୍ଯେକ ଓ୍ବାର୍ଡ ଏବଂ ଗ୍ରାମ ପଞ୍ଚାୟତ ର ପ୍ରତ୍ଯେକ ବୁଦ୍ଧିଜୀବି ମାନେ ସାମାଜିକ ସମିକ୍ଷାର ଗ୍ରାମ ସଭାରେ ଉପସ୍ଥିତ ଥିଲେ ।

Exit mobile version