ଲୋକାର୍ପିତ ହେଲା ଗୋପବନ୍ଧୁ ଜନ ସେବା ସଂଘ ଜଳ ହିଁ ଜୀବନ

୧ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )  ରାଜନଗର :- ରାଜନଗର ବ୍ଲକ ରେ ନୂତନ ପ୍ରେରଣା ର କେନ୍ଦ୍ର ବିନ୍ଦୁ ସାଜିବାକୁ ଯାଉଛନ୍ତି! ଯୁବ ସମାଜ ସେଵୀ ଶ୍ରୀ ଦିଲ୍ଲୀପ ରଞ୍ଜନ ପାଳ (ମୁନା )କୋଇଲି ପୁର ପଂଚାୟତ ର ବଡ଼ମରିଚାପଲ୍ଲୀ ଗାଁ ରେ ଜନ୍ମ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ଉତ୍ତର ପ୍ରଦେଶ ରେ ରହି ଶିକ୍ଷା ଗ୍ରହଣ ପରେ ଭୁବନେଶ୍ୱର ରାଜଧାନୀ ରେ ନିଜର କ୍ୟାରିଅର ଆରମ୍ଭ କରି ନିଜ୍ବସ ରୋଜଗାର କରିବା ସହିତ ସମାଜ ର ଦୁଃଖୀ ରଖି ଲୋକଙ୍କ ପାଇଁ ଆରମ୍ଭ ହୋଇଛି,! ଗ୍ରୀଷ୍ମ ପ୍ରଚଣ୍ଡ ଗୁଳୁ ଗୁଳୁ ରେ  ଜଳଛତ୍ର ଶିବିର ର ଶୁଭାରମ୍ଭ ହେବା ସହିତ ସର୍ବେ ପ୍ରଥମେ ଗୋପବନ୍ଧୁ ଜନସେବା ସଂଘ ତରଫରୁ ସାହାଯ୍ୟ ର ହାତ ସବୁ ସମୟରେ ବଢାଇବା ର ମନବୃତି ନେଇ ଯେ କୌଣସି ଦୃଘଟଣା ଜନିତ କାରଣରୁ ବଡ଼ ମରିଚାପଲ୍ଲୀ ବାସିନ୍ଦା ଶଙ୍କର ସେଠୀ ଙ୍କୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ, ଏଥି ସହିତ ଆଜି ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 32 ଜୋନ ର ବାଘମାରୀ ପଂଚାୟତ ଅଧିବାସୀ ସ୍ବର୍ଗତ ବିକାଶ ବେରା ଙ୍କ ଅନାଥ ପରିବାର ବର୍ଗ ଙ୍କୁ କିଛି ମାତ୍ରା ରେ ଆର୍ଥିକ ପ୍ରୋତ୍ସାହନ ଅର୍ଥ ରାଶି ସହାୟତା ସହ ରାସନ ସାମଗ୍ରୀ ପରିବାର ସଦସ୍ୟ ଙ୍କୁ ପ୍ରଦାନ କରିଥିଲେ,! ତେବେ ଅଳ୍ପ ଦିନ କେତୋଟି ମଧ୍ୟରେ ରାଜନଗର ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା ମିଳିବା ରେ ଚର୍ଚ୍ଚା ଜୋର ଧରିଛି, !

 

Exit mobile version