ତୁଳସୀକ୍ଷେତ୍ର ହେଲ୍ପ ଫାଉଣ୍ଡେସନ ପକ୍ଷରୁ ବାର୍ଷିକ ଉତ୍ସବ

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାଜନଗର :-  କେନ୍ଦ୍ରାପଡା ଜିଲ୍ଲାର ତୁଳସୀ ହେଲ୍ପ ଫାଉଣ୍ଡେସନ ତରଫରୁ ଏହାର ବାର୍ଷିକ ଉତ୍ସବ ରେ ରାଜନଗର ଗୌରବ”ରେ ଶ୍ରୀ କୈଳାସ ଚନ୍ଦ୍ର ମହାନ୍ତି ଙ୍କୁ ପୁରସ୍କୃତ କରୁଛନ୍ତି, ! କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ, ନାଇଜର ର କୁଳ ସଚିବ ଡଃ ଅଭୟ ନାୟକ, ଡକ୍ଟର । ରଜନୀ ରଂଜନ ବିଶିଷ୍ଟ ସ୍ତମ୍ଭକାର ନାଟ୍ୟ ନିର୍ଦେଶକ ବିଜୟକୁମାର ଦାସ ଓଡ଼ିଶା ମିରର ର ସମ୍ପାଦକ ଦିଲ୍ଲୀପ କୁମାର ବିଶ୍ୱାଳ, ଡକ୍ଟର ଅଭୟ ପାତ୍ର, ଅଧ୍ୟାପିକା ଭଗବତୀ ରାଉତ, ଡକ୍ଟର ପଦ୍ମ ଲୋଚନ ରାଉତ, ନାଗା ନାରାୟଣ ହାଇସ୍କୁଲ ପ୍ରାଧନ ଶିକ୍ଷକ ମାନସ ରଞ୍ଜନ ମିଶ୍ର,ସରପଞ୍ଚ ଚିତ୍ତ ରଞ୍ଜନ ପଣ୍ଡା,ସମିତି ସଭ୍ୟା ସସ୍ମିତା ରାଉତ,ସଙ୍ଘଠନ ମୁଖ୍ୟ ସମ୍ପାଦକ ଅଶ୍ୱିନୀ ପାତ୍ର, ବିଚିତ୍ର ବିଶ୍ୱାଳ ଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିମତ୍ରିତ ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଅତି ସରସ ସୁନ୍ଦର ପରି ହୋଇଥିଲା ଆରଧ୍ୟ୍ୟ ଦେବୀ ମା ମାଟିଆ ମଙ୍ଗଳା ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି, !

Exit mobile version