ଆସନ୍ତା କାଲିଠାରୁ ଭିତରକନିକା ବନ୍ଦ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାଜନଗର :- କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ବ୍ଲକ ରେ ଥିବା ଲୁଣା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଭିତରକନିକା ଜାତୀୟ ଉଦ୍ୟାନ କୁ ଆସନ୍ତାକାଲି ଠାରୁ ବନ୍ଦ ମେ’୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା 

କୁମ୍ଭୀର ପ୍ରଜନନ ପାଇଁ ସ୍ୱତନ୍ତ୍ର ଭାବେ ବନ୍ଦ ରହିବବୋଲି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟ କୁ ପର୍ଯ୍ୟଟନ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହଁ ବୋଲି ବିଭାଗୀୟ ପକ୍ଷରୁ ବିଶେଷ ସୂଚନାମିଳିଛ

Exit mobile version