ରାଜନଗର ଦକ୍ଷ୍ୟ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କଲେ ଲୋକାର୍ପଣ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାଜନଗର :- ରାଜନଗର ବ୍ଲକ ର ବନଖଣ୍ଡ ଅଧିକାରୀ ଙ୍କ ସହିତ ଏସିଫ ମିସ ପୁନମ ହୀରା ହାଁସଦା ଙ୍କ ଉପସ୍ଥିତ ସହ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ, ଆସିଷ୍ଟାଣ୍ଟ ରେଞ୍ଜ ଅଫିସର କପିଳ ଚନ୍ଦ୍ର ପ୍ରଧାନ, ଫରେଷ୍ଟ ଅଫିସର ସୁନୀଲ ରଞ୍ଜନ ସାମନ୍ତରାୟ ଙ୍କ ସମେତ ଅନେକ ବନ କର୍ମଚାରୀ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମ କୁ ତୁରାନ୍ୱିତ କରିଥିଲେ, ! ତେବେ ସ୍ଥାନୀୟ ଅଞ୍ଚଳ ରେ ପାଖା ପାଖି ୨ ଟି ଫରେଷ୍ଟର କ୍ୱାର୍ଟର ଏବଂ ୩ ଟି ଫରେଷ୍ଟ ଗାର୍ଡ କ୍ୱାର୍ଟର ର ମାରାଥନ ଭାବେ ଉଦଘାଟନ କରିଥିବା ବେଳେ ସେଠାରେ ଖୋଳା ଫରେଷ୍ଟର କ୍ୱାର୍ଟର, ତାଳଚୁଆ ଫରେଷ୍ଟର କ୍ୱାର୍ଟର, ଥାନପତି ଫରେଷ୍ଟ ଗାର୍ଡ କ୍ୱାର୍ଟର , ମହିସାମଡା ଫରେଷ୍ଟ ଗାର୍ଡ କ୍ୱାର୍ଟର ଏବଂ କୃଷ୍ଣନଗର ଫରେଷ୍ଟ ଗାର୍ଡ କ୍ୱାର୍ଟର ଅନ୍ତର୍ଭୁକ୍ତ । ଶ୍ରୀ ମାନସ କୁମାର ଦାସ, କନିକା ରେଞ୍ଜ ଅଫିସର ଙ୍କ ସଂଯୋଜନା ରେ ସମସ୍ତ ବନପାଳ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସମ୍ପୂଣ ସହଯୋଗ କରି ଥିଲେ ।

Exit mobile version