ରାଜ୍ୟରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ – ନୟାଗଡ଼ରୁ ୪ ସୁସ୍ଥ ହୋଇଛନ୍ତି ।

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ନୟାଗଡ :- ରାଜ୍ୟରେ ଆଜି ଆଉ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୩୪କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୭୦, ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକରୁ ୯, ମୟୁରଭଞ୍ଜରୁ ୯,

କେନ୍ଦୁଝରରୁ ୮, ଢ଼େଙ୍କାନାଳରୁ ୭, ପୁରୀରୁ ୭, କେନ୍ଦରାପଡ଼ାରୁ ୪, ନୟାଗଡ଼ରୁ ୪, କଳାହାଣ୍ଡିରୁ ୨, ମାଲକାନଗିରିରୁ ୨, ସମ୍ବଲପୁରରୁ ୨, ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । (ରିପୋର୍ଟ – ରାମକୃଷ୍ଣ ରଥ)

Exit mobile version