Home ଅପରାଧ ମୋହନା ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣକୁ ଗିରଫ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଥାନା ଅଧିକାରୀ ଙ୍କ ନିର୍ଦେଶ ପ୍ରକାରେ ଥାନା କର୍ମଚାରୀ ମୋହନା ବଡଗଡ଼ ରୋଡ ରେ ତନଖି କରୁଥିବା ବେଳେ କେସରା ଛକରେ ଗୋଟିଏ ବୋଲେରୋ ପିକ-ଅପ ଗାଡିକୁ ଅଟକାଇ ତଦନ୍ତ କରିବାରୁ ସେଥିରେ ଚୋରା ଚାଲାଣ ହେଉଥିବା ୬୦୯କେଜି ୪୦୦ଗ୍ରାମ ଗଞ୍ଜେଇ ଯାଉଥିବା ଦେଖିବାକୁ ମିଳିଥିଲା । ସେହି ଗଞ୍ଜେଇକୁ ଜବତ କରିବା ସହ ଚୋରା ଚାଲାଣ ଅଭିଯୋଗରେ ଫିରୋଜ ମଲ୍ଲିକ ନାମକ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ସହ ଗାଡିକୁ ମଧ୍ୟ ଜବତ କରାଯାଇଛି । ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏଠାରେ କାର୍ଯ୍ୟ ଭାର ଗ୍ରହଣ କରିବା ଦିନ ଠାରୁ ଦୈନିକ କିଛି କିଛି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି।ମୋହନା ଥାନା ଅଧିକାରୀ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁଥାନା କେସ ନମ୍ବର ୫୬/୨୩ପ୍ରକାରେ କେସ ରୁଜୁ ହୋଇଥିବା ପ୍ରକାଶ Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026