ଅଭିନେତ୍ରୀ ଦୀପା ସାହୁ ଅବସ୍ଥା ଗୁରୁତର

ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) ଭୁବନେଶ୍ୱର : ଓଡିଆ ଆଲବମ କୁଇନ ଭାବେ ଜଣାଶୁଣା ଅଭିନେତ୍ରୀ ଦୀପା ସାହୁ କ୍ୟାନସର ରୋଗରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି । ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତି ଦୀପାଙ୍କୁ Uterus Cancer ହୋଇଥିବା ଜଣାପଡ଼ିଛି ।

Exit mobile version