୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣଶୁର :- କିମ୍ବଦନ୍ତୀ ଅନୁସାରେ ବାଣପୁର ର ରାଜା ଥିଲେ ବାଣଶୁର ତାଙ୍କର ଇଷ୍ଟ ଦେବୀ ଭାବେ ମାଆ ଭଗବତୀ ପୂଜା ପାଇ ଆସୁଛନ୍ତି. ମାଆ ଭଗବତୀଙ୍କର ମୂର୍ତ୍ତି ପୂଜା ପୂର୍ବରୁ ଆଦିବାସୀ ଶୈଳଇ ରେ ସ୍ତମ୍ଭଶ୍ବରୀ ଭାବେ ବା ବର୍ତମାନ ର ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପୂଜା ପାଉ ଥିବା ବେଳେ ମାଆ ଙ୍କ ର ଚଳନ୍ତି ପ୍ରତିମା ବିରାଟ କାୟ ଅଷ୍ଟ ଧାତୁ ପୁର୍ଣ ପ୍ରତିମା ରେ ନରିମିତ. ତେବେ ଭାଦ୍ରବ ଶୁକ୍ଳ ସପ୍ତମୀ ତିଥି ରେ ମାଆଚିଲକା ଡ଼ଙ୍ଗା ରେ ମାଆ ବିଜେ କରି ମାଆ କାଳିଜାଇ ଙ୍କୁ ନିମତ୍ରଣ କରି ଚିଲକା ମଧ୍ୟରେ ଜଳ କୀଡା କରିଥାନ୍ତି. ମାଆ କାଳିଜାଇ କଁ ଆଜ୍ଞା ମାଲ ନେଇ ଚିଲକା ରୁ ଫେରିବା ପରେ ପନ୍ଦର ଦିନ ପର୍ଯ୍ୟନ୍ତ ମାଆ ଭଗବତୀ ବିଶ୍ରାମ ନିଅନ୍ତି.
ଏହି ସମୟରେ ଦୈନିକ ରୀତିନୀତି ଆରତୀ ପୂଜା ପଦ୍ଧତି ହେଉ ଥିଲେ ବି ମାଆ ଙ୍କ ପୀଠ ରେ ଘଣ୍ଟା କାହାଳି ବାଜେ ନାହିଁ. ଆସୁନ୍ୟ ମାସ ମୂଳା ଅଷ୍ଟମୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ମାଆ ଙ୍କ ମନ୍ଦିର ପରିସର ରେ ମାଆ ଭଗବତୀ ମାଆ ବିରଜାଈ. ମାଆ କାଳିଜାଇ ମାଆ ନାରାୟଣୀ ମାଆ ସିଦ୍ଧାମ୍ବାରି ମାଆ ବୁଡି ଠାକୁରାଣୀ ଓ ମାଆ ପୁଳାକାଶୁନି ଙ୍କୁ ପୂଜା କରା ଯାଇ ଥାଏ. ଅଷ୍ଟମୀ ଠାରୁ ପ୍ରତ୍ୟକ ଦିନ ଅମାବାସ୍ୟା ପର୍ଯ୍ୟନ୍ତ ମାଆ ଭଗବତୀ ଙ୍କ ବିଜେ ଠାକୁରାଣୀ ଭଗବତୀ ମନ୍ଦିର ରୁ ପିତା ଙ୍କ ଗୃହକୁ ବିଜେ କରି ଥାନ୍ତି ଅତୀତ ରେ ମାଆ ଙ୍କ thare ନର ବଳି ଦିୟା ଯାଉଥିଲା ବୋଲି ଶୁଣି ବାକୁମିଳୁ ଅଛି . ମାଆ ଭଗବତୀ ଙ୍କ ଶାରଦୀୟ ଉତ୍ସାବ ରେ ମାଆ କନକସ୍ୱର ଙ୍କ ସ୍ଥାନ ସ୍ୱତନ୍ତ୍ର. ମାଆ କନକଶ୍ୱର ଙ୍କୁ ଭୁବନେଶ୍ୱଏରୀ ଙ୍କୁ ବୀଜ ମନ୍ତ୍ର ଓ ମାଆ ଭଗବତୀ ଙ୍କୁ ବନଦୁର୍ଗା ମହାମନ୍ତ୍ର ରେ ପୂଜା ହୋଇ ଥାଏ ସପ୍ତମୀ ମୂଳା ଅଷ୍ଟମୀ ଠାରୁ ମହା ଲୟ ଅମାବାସ୍ୟା ପୂର୍ଯ୍ୟନ୍ତ ମାଆ ଙ୍କ ପର୍ବ ଗୃହ ରେ କାଠି ଠାକୁରାଣୀ ମନ୍ଦିର ରୁ ବାହାରି ବାଣପୁର ବଜାର ମଧ୍ୟ ଦେଇ ଆସୁଥିବା ବେଳେ ମାଆ ବୀର ଯାଇ ଙ୍କ ବିଜେ ପ୍ରତିମା ଭେଟ ହୋଇ ଥାନ୍ତି

