ପାଟଣାଗଡ଼, ଖପ୍ରାଖୋଲ ବ୍ଲକ ର ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି

ଏହି ସମୟରେ ତାଙ୍କ ଚାରିପୁତ୍ର ନାରାୟଣ କରନ, ପଞ୍ଚାନନ କରନ, ସନାତନ କରନ, ସୁଦର୍ଶନ କରନ ଙ୍କ ସମେତ ସମସ୍ତ ପୁତ୍ରବଧୂ ନାତି ନାତୁଣୀ ଜ୍ଞାତି ପରିଜନ ଉପସ୍ଥିତ ଥିଲେ.. ପାଟଣାଗଡ଼, ଖପ୍ରାଖୋଲ ବ୍ଲକ ର ଘନିଷ୍ଠ ଶିକ୍ଷକ, ଗ୍ରାମଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ମର ଶରୀରର ଅନ୍ତିମ ସଂସ୍କାର ହୋଇଥିଲା l ମୃତ ମହିଳା ଜଣକ ଆଦର୍ଶ ଗ୍ରୁହୁଣୀ, ଧର୍ମ ପ୍ରାଣା,ବ୍ୟବହାର କୁଶଳୀ, ସ୍ନେହୀ ଓ ସରଳା ଥିଲେ l
Related Content
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ
by
Proprietor Abhimanyu Maharana
June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ
by
Proprietor Abhimanyu Maharana
June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ
by
Proprietor Abhimanyu Maharana
June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ
by
Proprietor Abhimanyu Maharana
June 20, 2026
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ
by
Proprietor Abhimanyu Maharana
June 20, 2026
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ
by
Proprietor Abhimanyu Maharana
June 20, 2026