ନୂଆଗାଁ ଥାନା ରେ ତ୍ରିନାଥ ଠାକୁରଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ

୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଥାନା ପରିସରରେ ପାରମ୍ପରିକ ଭାବରେ ବହୁ ବର୍ଷ ଧରି ତ୍ରିନାଥ ଠାକୁରଙ୍କର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହେlଇ ଯାଇଛି । ନୁଆଗାଁ ଥାନା ଅଧିକାରୀଣୀ ପୁଷ୍ପଲତା ବେହେରାଙ୍କ ତତ୍ତ୍ଵାବଧାନରେ ତ୍ରିନାଥ ଠାକୁରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସୁପ୍ରଭାତରୁ ଠାକୁରଙ୍କମନ୍ଦିର ମଧ୍ୟରେ ଦୈବୀକ ରୀତିନୀତି ଅନୁଯୟୀ ସୂର୍ଯ୍ୟପୂଜା ହୋମ,ଯଜ୍ଞ, ପୂଜାପାଠ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଥିଲା । ଆଜି ଥାନା ପରିସରରେ ଭକ୍ତ ମାନଙ୍କ ସମାଗମ ହୋଇଥିଲା. I ପୂଜା ପରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।

Exit mobile version