
୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ରେ ଜ୍ୟୋତି ମିଶନ୍ ଶକ୍ତି ମହାସଙ୍ଘ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି, ମିଶନ୍ ଶକ୍ତି ର ଉପାଦେଷ୍ଟା ଓ ବିଡ଼ିଓ ମ୍ୟାଡମ୍ ବାଣପୁର ବ୍ଲକ ଅଧୀନରେ ଥିବା କିଛି ଗ୍ରାମ ପଞ୍ଚାୟତ ରେ ବୈଠକ କରି ମିଶନ୍ ଶକ୍ତି ର ମହିଳା ମା ମାନଙ୍କ ଉନ୍ନତି କାର୍ୟ୍ଯ ଉପରେ ଦୃଷ୍ଟି ଦେଇଥିଲେ, ସମସ୍ତେ କିପରି ସ୍ୱାଵଲମ୍ବି ହୋଇପାରିବେ ତାହାରି ଉପରେ ଆଲୋଚନା କରିଥିଲେ, ମିଶନ ଶକ୍ତି ର ଏମ୍ବିକେ, ସି ଆର ପି, କର୍ମ କର୍ତ୍ତା ମାନଙ୍କ ସହିତ ମିଶି ସବୁପ୍ରକାର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। 1.କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ

