
୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :- ମହାନ ଜନ ନାୟକ ପ୍ରବାଦ ପୁରୁଷ ସ୍ବର୍ଗତ୰ ଶ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ଉମାମହେଶ୍ୱର ବଣିକ ସଙ୍ଘ ଠାରେ ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ନିର୍ଦ୍ଦେଶ ରେ ବିଧାୟକ ଙ୍କ ଧର୍ମ ପତ୍ନୀ ସୁସଙ୍ଘଠିକା ନାରୀ ନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ ଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ ଠାରେ ଵିଜୁ ପଟ୍ଟନାୟକ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକ ଉତ୍ସଵ ପାଳନ କରାଯାଇଛି, ସଭାର ମଞ୍ଚ ପରିଚାଳନା କରିଥିଲେ ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳର ସଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଵିଜୁ ବାବୁ ଙ୍କ ଜନ୍ମ ଠାରୁ ମୄତୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କୁ ଆଲୋଚନା କରିଥିଲେ, ଝଡ଼ର ଈଗଲ୍ ସ୍ୱାଭିମାନ ନେତା ଵିଜୁ ବାବୁ ଙ୍କ ଡୋକଟା ବିଷୟରେ ବୁଝେଈଥିଲେ, ବାଲୁଗାଁ ଏନେଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଡା. ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜେଡି ସଭାପତି ଶ୍ରୀଯୁକ୍ତ ଜୟନ୍ତ ସ୍ୱାଇଁ, ଚିଲିକା ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଉତ୍କଳ ପାଇକରାୟ,ବାଣପୁର ବ୍ଲକ ଏମ ପି ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ ପାଇକରାୟ, ଏମ ପି ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାସ ସୁନ୍ଦରାୟ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ରାକେଶ କୁମାର ସେଣ, ଏମପି ପ୍ରତିନିଧି ଶ୍ରୀଯୁକ୍ତ ଅକ୍ଷୟ ରଣସିଂହ,ଉପ ନଗରପାଳ ଶ୍ରୀଯୁକ୍ତ ଭଗବାନ ପ୍ରଧାନ, ଡିଜିଟାଲ ସେକ୍ରେଟାରୀ ଶ୍ରୀଯୁକ୍ତ ବଟକୃଷ୍ଣ ପ୍ରଧାନ,ଉପସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନ, କାଉନସିଲର ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ, , ବାଣପୁର ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଦାଶରଥି ଦାସ , ଅଶୋକ ଭୋଳ,ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ସମସ୍ତ ୱାର୍ଡ ମେମ୍ବର, ସମସ୍ତ ମହିଳା ନାରୀ ନେତ୍ରୀ, ବେବିନା ତ୍ରିପାଠୀ,ଶ୍ରୀମତୀ ସୁଜାତା ପଣ୍ଡା, ମମତା ପଣ୍ଡା, କଳ୍ପଣା ସେଣ, ଏବଂ ବାଣପୁର ଓ ବାଲୁଗାଁ ର ସକ୍ରିୟ ବିଜେଡି ନେତା, କର୍ମୀ, ଛାତ୍ର, ଯୁବ, ନାରୀନେତ୍ରୀ ମାନେ ବିଜୁ ବାବୁ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ମନ୍ଦିର ପରିସରରେ ଥିବା ବୃଦ୍ଧ ବୃଦ୍ଧା, ଛୋଟ ପିଲା ମାନଙ୍କୁ ଫଳ ବଣ୍ଟନ କରିବା ସହ ବିଜୁ ବାବୁ ଅମର ରହେ ସ୍ଲୋଗାନ ଦେଇଥିଲେ .

