ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଡକ୍ଟର ବି.ଆର଼ ଆମ୍ବେଦକର ଙ୍କର ୧୩୨ ତମ ଜନ୍ମ ବାର୍ଷିକୀ ପାଳନ

୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :- ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ଵାରା ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକର ଙ୍କର ୧୩୨ ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ଏହି ଅବସର ରେ ଖୋର୍ଦ୍ଧାରୋଡ଼ ମଣ୍ଡଳର, ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ସମ୍ବିଧାନର ଏହି ସ୍ଥପତିଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହିତ ସ୍ମୃତି ଚାରଣ କରିଥିଲେ | ଶ୍ରୀ ରଂଜନ କୁମାର ମହାନ୍ତି,ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।डॉ.बी.आर.अंबेडकर की १३२वीं जयंती के अवसर पर श्रद्धांजलि आर्पित की गई।

खोरधा-जटनी १७/४:- खोरधारोड मंडल द्वारा भारत रत्न बाबा साहेब डॉ.बी.आर.अंबेडकर की १३२ वीं जयंती मनाई गई।श्री रिंकेश रॉय,मंडल रेल प्रबंधक,खोरधारोड मंडल ने श्री शुभ्र ज्योति मंडल,अपर मंडल रेल प्रबंधक (परिचालन), शाखा अधिकारियों और कर्मचारियों के साथ भारतीय संविधान के निर्माता को श्रद्धांजलि अर्पित की।श्री रंजन कुमार मोहंती,वरिष्ठ मंडल कार्मिक अधिकारी,खोरधारोड ने कार्यक्रम का संचालन किया ।

 

Exit mobile version