
୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆବ୍ଲକ ଅନ୍ତର୍ଗତ କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ରେସେତୁ ନିର୍ମାାଣ କାର୍ଯ୍ୟ ସଂପନ୍ନ ହୋଇଛି । ଏହିସେତୁ ଦ୍ୱାରା ଗଁନ୍ଦିଆ – ଭୁବନ-କାମାକ୍ଷାନଗର ବ୍ଲକ ବାସୀ ଉପକୃତ ହେବେ । ଦୂରତାକ ମିବାସହ ସମୟ ମଧ୍ୟ ବଂଚିବ ଓ ବିଶ୍ୱ ପ୍ରସିଦ୍ଧ ମହିମାଗାଦି ଯୋରନ୍ଦା କୁ ଗମନାଗମନ ସୁବିଧା ହେବ । ଏହି ସେତୁକୁ ବ୍ରାହ୍ମଣୀ ସେତୁ ବଦଳରେ ମହିମାସେତୁ ନାମରେ ନାମିତ କରାଗଲେ ମହିମା ଧର୍ମର ପ୍ରଚାର ପ୍ରସାରହେବ ଓ ମହିମା ଗୋସାଇଁ ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟବ୍ୟା ଙ୍କ ଲିଃ୧୨ ନମ୍ବର ଜୋନ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ସ୍ଥାନୀୟ ବିଧାୟକ ତଥା ରାଜ୍ୟଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲକୁ ମାରମଲ୍ଲିକ ଙ୍କୁ ନିବେଦନ କରିଛନ୍ତି ।

