Home ଓଡ଼ିଶା ବରଗଡ଼ ର ବିଶିଷ୍ଠ ବ୍ୟବସାୟୀ ଭୁବନଲାଲ ଅଗ୍ରୱାଲ ଙ୍କ ପରଲୋକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ୱାର୍ଡ ନମ୍ବର ୮ସ୍ଥିତ ମିଲନ ବିହାର ବାସିନ୍ଧା ଶ୍ରୀ ଭୁବନଲାଲ ଅଗ୍ରୱାଲଙ୍କର (76)ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ଗତ ଏକ ମାସରୁ ଉର୍ଦ୍ଧ ହେଲା ବୋନ ମେରୁ ରୋଗରେ ପୀଡିତ ଥିଲେ । ପ୍ରଥମେ ତାଙ୍କର ଚିକିତ୍ସା ରାଇପୁର ସ୍ଥିତ ଏମ୍ସ ଚିକିତ୍ସାଳୟ ରେ କରାଯାଇଥିଲା ମାତ୍ର ଚିକିତ୍ସାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ଏୟାରଲିଫ୍ଟ ସାହାଯ୍ୟରେ ହାଇଦ୍ରାବାଦ ସ୍ଥିତ ୟଶୋଦା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ୧୯ ଦିନ ର ଚିକିତ୍ସା ପରେ ବିଭାଗୀୟ ଡାକ୍ତର ଘରକୁ ଫେରାଇନେବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ତାଙ୍କୁ ହାଇଦ୍ରାବାଦ ରୁ ଫେରାଇ ଆଣି ବରଗଡ଼ ର ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ କରାଯାଉଥିଲା ହେଲେ ଆଜି ସକାଳ ୧୨.୩୦ ମିନିଟ ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ନିଧନରେ ପରିବାର ସମେତ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆଜି ସନ୍ଧ୍ୟା (5-30. PM)ଘଣ୍ଟା ସମୟରେ ବରଗଡ଼ ଜୀରା ନଦୀ କୂଳ ସ୍ୱର୍ଗଦ୍ୱାର ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ by Proprietor Abhimanyu Maharana April 27, 2026 ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ by Proprietor Abhimanyu Maharana April 27, 2026 ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ by Proprietor Abhimanyu Maharana April 27, 2026 ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ by Proprietor Abhimanyu Maharana April 27, 2026 ଦୁର୍ଗମରେ ଫେଲ ମାରିଛି ବସୁଧା ଯୋଜନା by Proprietor Abhimanyu Maharana April 27, 2026 ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana April 26, 2026