Home ଓଡ଼ିଶା ପାଟଣାଗଡ଼ ସାଂସ୍କୃତିକ ପରିଷଦ ପକ୍ଷରୁ ମହାବିଷୁବ ମିଳନ ପାଳିତ ଉପଲକ୍ଷେ ସାହିତ୍ୟ ପତ୍ରିକା ତ୍ରିଶକ୍ତି ଉନ୍ମୋଚିତ : କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ସାହିତ୍ୟ ,ଭାଷା ସଂସ୍କୃତି ,ଐତିହ୍ୟ ପରମ୍ପରା ହିଁ ପୂର୍ବ ପଢ଼ି କୁ ତଥା ଯୁବ ପଢ଼ି କୁ ପରିବର୍ତ୍ତନ ଆଣିବା ସହ ଏକ ଶୃଙ୍ଖଳିତ ଜିବନ ଗଢିବାରେ ସହାୟକ ହୋଇଥାଏ : ସାଂସଦ ଶ୍ରୀ ବିଶି କବି କୃତିତ୍ୱ ଜଡରେ ଜୀବନ ସଞ୍ଚାର କରିବା ସହ ସୁସ୍ଥ ସମାଜ ଗଠନ ଦିଗରେ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ଶ୍ରୀ ମିଶ୍ର ସ୍ଥାପିତ ଶୁଭ କଳଶ ହଁ ଦିଏ ସାହିତ୍ୟ ସଂସ୍କୃତି ର ସୁରକ୍ଷା ସହ ଦିଗଦର୍ଶନ : ଶ୍ରୀ ପଣ୍ଡା । ୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଏକ ଭବ୍ୟ ପରିବେଶ ମଧ୍ୟରେ ସ୍ଥାନୀୟ ଗଙ୍ଗାଧର ପାର୍କ ଠାରେ ପାଟଣାଗଡ଼ ସାଂସ୍କୃତିକ ପରିଷଦ ପକ୍ଷରୁ ମହାବିଷୁବ ମିଳନ ୨୦୨୩ ପାଳନ ଅବସରରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦ ସଭାପତି ଅରୁଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ମୂଖ୍ୟ ବକ୍ତା ସମ୍ବଲପୁର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡ଼ଃ କାଳିଦାସ ମିଶ୍ର , ସମ୍ମାନିତ ଅତିଥି ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ । ପ୍ରାରମ୍ଭ ମୂଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀ ବିଶି ଦୀପ ପ୍ରଜ୍ବଳନ ସହ ଶୁଭ ଉଦ୍ଘାଟନ କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୩୦ ଜଣ ରୁ ଉର୍ଦ୍ଧ୍ବ କବି କବିୟତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ରାଜ୍ୟ ସ୍ତରୀୟ ସାରସ୍ୱତ ସଂକଳନ ସାହିତ୍ୟ ପତ୍ରିକା ତ୍ରିଶକ୍ତି ଉନ୍ମୋଚନ କରିଥିଲେ । ଉନ୍ମୋଚିତ ତ୍ରିଶକ୍ତି ପତ୍ରିକା ର ପୃଷ୍ଠପୋଷକ , ବିଜ୍ଞାପନ ଦାତା , ଶୁଭେଚ୍ଛୁ ,ଶୁଭେଚ୍ଛିକା , ବ୍ୟକ୍ତି ବିଶେଷ , ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରି ଆସୁଥିବା , ଘନଶ୍ୟାମ ଅଗ୍ରୱାଲ , ବରିଷ୍ଠ ଆଇନଜୀବୀ ଦର୍ପ ଗଞ୍ଜନ ପଟ୍ଟନାୟକ, ଡ଼ ଭୀମସେନ ରଥ , ବିଶ୍ଵାସ ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ପରିଷଦ ର ଏପରି ଉଦ୍ୟମ କୁ ଭୂସିୟ ପ୍ରଶଂସା କରିବା ସହ ସାରସ୍ବତ ସୃଷ୍ଟି ସମ୍ଭାର ,କବି ତା’ର ଲେଖନୀ ମୂନ ରେ ଜଡ କୁ ଜୀବନ ଦେଇପାରେ ଏବଂ ଅନ୍ଧକାରକୁ ଦୂରୀଭୁତ କରିଥାଏ ବୋଲି କହିବା ସହ ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା ହିଁ ପୂର୍ବ ପଢ଼ି କୁ ସଚେତନ କରାଇବା ର ଏକ ପ୍ରମୁଖ ଭୂମିକା ରହିଛି ବୋଲି ମୂଖ୍ୟ ଅତିଥି ଶ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । କବି ସନ୍ତୋଷ କୁମାର ଦାସ , ଅଶୋକ ପାଣିଗ୍ରାହୀ, ବିଘ୍ନେଶ୍ୱର ଯୋଷୀ , ଦେବରାଜ ପାଣିଗ୍ରାହୀ , ଜ୍ୟୋସ୍ନା ରାଣୀ ଭୋଇ, ସଂଯୁକ୍ତା ଚନ୍ଦନ, ସଂଯୁକ୍ତା ପାଣିଗ୍ରାହୀ, ସାବିତ୍ରୀ ସାହୁ ପ୍ରମୁଖ କବି କବିୟତ୍ରି ଙ୍କ ସହ ଅନ୍ୟ ମାନେ କବିତା ପାଠ କରିଥିଲେ । ସାଂସ୍କୃତିକ ପରିଷଦ ର ଲିଙ୍ଗରାଜ ଚିନ୍ଦା , ଅରକ୍ଷିତ ଯୋଷୀ , ଅନ୍ତର୍ଯ୍ୟାମୀ ମେହେର , ବିଶ୍ଵାସ ପଟ୍ଟନାୟକ , କ୍ଷୀରୋଦ ଷଡ଼ଙ୍ଗୀ, ଶଙ୍କର ପ୍ରସାଦ ପ୍ରଧାନ , ଦିଲିପ କୁମାର ବର୍ଗର୍ତ୍ତି ,ସବ୍ୟସାଚୀ ମାଝୀ , ରାଜେଶ ଶର୍ମା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ସଂପାଦକ ଆଶିଷ ଚନ୍ଦନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦିଲ୍ଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ସ୍ଥାନୀୟ ଗଙ୍ଗାଧର ପାର୍କ ଠାରେ ପାଟଣାଗଡ଼ ସାଂସ୍କୃତିକ ପରିଷଦ ପକ୍ଷରୁ ମହାବିଷୁବ ମିଳନ , କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦ ସଭାପତି ଅରୁଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ମୂଖ୍ୟ ବକ୍ତା ସମ୍ବଲପୁର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡ଼ଃ କାଳିଦାସ ମିଶ୍ର , ସମ୍ମାନିତ ଅତିଥି ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ । ପ୍ରାରମ୍ଭ ମୂଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀ ବିଶି ଦୀପ ପ୍ରଜ୍ବଳନ ସହ ଶୁଭ ଉଦ୍ଘାଟନ କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୩୦ ଜଣ ରୁ ଉର୍ଦ୍ଧ୍ବ କବି କବିୟତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ସାହିତ୍ୟ ପତ୍ରିକା ତ୍ରିଶକ୍ତି ଉନ୍ମୋଚିତ ହୋଇଥିଲା । ଉନ୍ମୋଚିତ ତ୍ରିଶକ୍ତି ପତ୍ରିକା ର ପୃଷ୍ଠପୋଷକ , ବିଜ୍ଞାପନ ଦାତା , ଶୁଭେଚ୍ଛୁ ,ଶୁଭେଚ୍ଛିକା , ବ୍ୟକ୍ତି ବିଶେଷ , ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରି ଆସୁଥିବା , ଘନଶ୍ୟାମ ଅଗ୍ରୱାଲ , ବରିଷ୍ଠ ଆଇନଜୀବୀ ଦର୍ପ ଗଞ୍ଜନ ପଟ୍ଟନାୟକ, ଡ଼ ଭୀମସେନ ରଥ , ବିଶ୍ଵାସ ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ପରିଷଦ ର ଏପରି ଉଦ୍ୟମ କୁ ଭୂସିୟ ପ୍ରଶଂସା କରିବା ସହ ସାରସ୍ବତ ସୃଷ୍ଟି ସମ୍ଭାର ,କବି ତା’ର ଲେଖନୀ ମୂନ ରେ ଜଡ କୁ ଜୀବନ ଦେଇପାରେ ଏବଂ ଅନ୍ଧକାରକୁ ଦୂରୀଭୁତ କରିଥାଏ ବୋଲି କହିବା ସହ ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା ହିଁ ପୂର୍ବ ପଢ଼ି କୁ ସଚେତନ କରାଇବା ର ଏକ ପ୍ରମୁଖ ଭୂମିକା ରହିଛି । ବୋଲି ମୂଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀ ବିଶି ତାଙ୍କ ଅଭିଭାଷଣରେ କହିବା ସହ ଆଗାମୀ ଦିନରେ ସାଂସ୍କୃତିକ ପରିଷଦ ର ଏକ କାର୍ଯ୍ୟାଳୟ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କବି ସନ୍ତୋଷ କୁମାର ଦାସ , ଅଶୋକ ପାଣିଗ୍ରାହୀ, ବିଘ୍ନେଶ୍ୱର ଯୋଷୀ , ଦେବରାଜ ପାଣିଗ୍ରାହୀ , ଜ୍ୟୋସ୍ନା ରାଣୀ ଭୋଇ, ସଂଯୁକ୍ତା ଚନ୍ଦନ, ସଂଯୁକ୍ତା ପାଣିଗ୍ରାହୀ, ସାବିତ୍ରୀ ସାହୁ ପ୍ରମୁଖ କବି କବିୟତ୍ରି ଙ୍କ ସହ ଅନ୍ୟ ମାନେ କବିତା ପାଠ କରିଥିଲେ । ସାଂସ୍କୃତିକ ପରିଷଦ ର ଲିଙ୍ଗରାଜ ଚିନ୍ଦା , ଅରକ୍ଷିତ ଯୋଷୀ , ଅନ୍ତର୍ଯ୍ୟାମୀ ମେହେର , ବିଶ୍ଵାସ ପଟ୍ଟନାୟକ , କ୍ଷୀରୋଦ ଷଡ଼ଙ୍ଗୀ, ଶଙ୍କର ପ୍ରସାଦ ପ୍ରଧାନ , ଦିଲିପ କୁମାର ବର୍ଗର୍ତ୍ତି ,ସବ୍ୟସାଚୀ ମାଝୀ , ରାଜେଶ ଶର୍ମା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ସଂପାଦକ ଆଶିଷ ଚନ୍ଦନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦିଲ୍ଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026