
୧୩ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ସେନା ବାହିନୀରେ ନିଯୁକ୍ତି ହେତୁ ଯୁକ୍ତ ୨ପରୀକ୍ଷା ଦେଇସାରିଥିବା ତଥା ପୂର୍ବରୁ ମାଟ୍ରିକ ପାସ କରିଥିବା ଛାତ୍ର ଛାତ୍ରୀ ଯେଉଁମାନଙ୍କର ବୟସ ୧୭ରୁ ଉର୍ଦ୍ଧ ଏବଂ ୨୧ରୁ କମ ସେମାନେ Army Recruit Making Institute (ARMI) ଠାରେ ଚାଲିଥିବା ତାଲିମରେ (ଶାରୀରିକ ଏବଂ ଲିଖିତ) ଯୋଗଦେଇ ପାରିବେ I ଭୁତପୁର୍ବ ସୈନ ଅଧିକାରୀ ଏବଂ ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନଟି ଦୀର୍ଘ ୫ ବର୍ଷ ହେଲାଣି ଦେଶକୁ ତଥା ରାଜ୍ୟକୁ ବହୁତ ଯୋଗ୍ୟ ସୈନିକ ତଥା sub Inspector/Constable ଯୋଗାଇବାରେ ଏକ ବଡ ଭୂମିକା ତୁଲାଉଛି I ଦୀର୍ଘ ୩ ବର୍ଷରେ (୨୦୧୭ ରୁ ୨୦୨୨) Corona ମହାମାରୀର ୨ବର୍ଷ (୨୦୨୦ ରୁ ୨୦୨୧) ଥାଇ ମଧ୍ୟ ୨୦୦ ରୁ ଅଧିକ ସୈନିକ ତଥା ୩୦ ରୁ ଅଧିକ ରାଜ୍ୟ ପୋଲିସ କର୍ମୀ ପ୍ରସ୍ତୁତ କରିସାରିଛି I ବହୁତ Coaching centre ଗୁଡିକ ଦିନକୁ ୩ ଓ ୪ ଘଣ୍ଟା ପାଠ ପଢାଉ ଥିବା ବେଳେ ପିଲାର ରହିବା ଖାଇବା ତଥା ଅନୁଶାସନ ପ୍ରତି ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତି ନାହିଁ I କିନ୍ତୁ ଏହି ଅନୁଷ୍ଠାନଟି ଭୂତପୂର୍ବ ସୈନିକଙ୍କ ଦ୍ୱାରା ପରିଚାଳିତ ଥିବାରୁ ତାଲିମ ସମୟ ଦିନକୁ ୮ ଘଣ୍ଟାରୁ ଉର୍ଦ୍ଧ ହୋଇଥିବା ସହ ଏସବୁ ପ୍ରତି କଡା ଧ୍ୟାନ ଦିଆଯାଇଥାଏ I ଜଦି ଆପଣମାନେ ନିଜ ସନ୍ତାନର (ପୁଅ କିମ୍ବା ଝିଅ) ଏକ ଉଜ୍ଜ୍ୱଳ ଭବିଷ୍ୟତ ତଥା ଅନୁଶାସିତ ଜୀବନଶୈଳୀ ପାଇଁ ଇଛୁକ ତେବେ ସବିଶେଷ ବିବରଣୀ ପାଇଁ ଏହି ନମ୍ବରରେ (9337099335 & 7044219369) ଯୋଗାଯୋଗ କରିପାରିବେ ଏବଂ ୱେବସାଇଡ www.joinarmi.in / youtube ଚ୍ୟାନେଲ Army Recruit Making Institute / Instagram ଚ୍ୟାନେଲ Army_Recruit_ Making_Institute ମାଧ୍ୟମରେ ପାଇପାରିବେ I ଆପଣଙ୍କ ପିଲାର ଭବିଷ୍ୟତ ଆପଣଙ୍କ ହାତରେ, ଭାବିଚିନ୍ତି ନିଷ୍ପତି ନିଅନ୍ତୁ I

