Home ଓଡ଼ିଶା ଯକ୍ଷ୍ମା ସଚେତନତା କାଯ୍ୟକ୍ରମ : ନୟାଗଡ଼ ବ୍ଲକର କେନ୍ଧୁଢିପି ପଞ୍ଚାୟତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ବ୍ଲକର କେନ୍ଧୁଢିପି ପଞ୍ଚାୟତ ଠାରେ ଜନ ଆରୋଗ୍ୟ ସମିତି ଓ ସାମାଜିକ ସଂଗଠନ କ୍ୟାପ ସହଜଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ମୁଖ୍ୟ ଅତିଥି ଭାବେ ସରପଞ୍ଚ ଡ଼ାକ୍ତର ବୀରେନ କୁମାର ନାୟକ, ସମିତିସଭ୍ୟା ତିଳତମା ଗୁରୁ ଯୋଗଦେଇ ଦେଇଥିଲେ । ଯକ୍ଷ୍ମା ରୋଗର ସମ୍ପକରେ ପରାମର୍ଶ ଦେବା ସହ ରୋଗୀ ନିୟମିତ ଔଷଧ ସେବନ କରିବାକୁ କହିଥିଲେ । ସ୍ନାମନିତ ଅତିଥି କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ଓ ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ରୋଗର ଲକ୍ଷଣ ଓ ଏହାର ନିରିକରଣ ଉପରେ ଆଲୋଚନା କରିଥିଲେ । ଗ୍ରାମକୁ ଟିବି ମୁକ୍ତ ପଞ୍ଚାୟତ କରାଯିବ।ଗାଁ ପରିବେଶକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା । କମୁନିଟି ହେଲଥ ଅଫିସର ଅମ୍ରିତା ରାଣୀ ସାହୁ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ । ଜନ ଆରୋଗ୍ୟ ସମିତି ସଭ୍ୟ ମାନେ । ଏହି କାର୍ଯ୍ୟକ୍ରମରେ ଗ୍ରାମ ବାସି ମାନେ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରା - ଆଧ୍ୟାତ୍ମିକ ପରିବେଶ by Proprietor Abhimanyu Maharana October 17, 2026 ଖଣ୍ଡପଡା ସହର ପରିକ୍ରମା କରି ଶେଷ ହୋଇଛି ସୁଜଳ ରଥ by Proprietor Abhimanyu Maharana October 17, 2026 ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା by Proprietor Abhimanyu Maharana October 17, 2026 ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ by Proprietor Abhimanyu Maharana October 17, 2026 ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ by Proprietor Abhimanyu Maharana October 17, 2026 Bhubaneswar hosts Swachhata Utsaba in Grandeur by Proprietor Abhimanyu Maharana October 17, 2026