
ଗଜପତି ଜିଲ୍ଲା : ବଜ୍ରପାତରେ ୩ଟି ଗାଈ ମୃତ୍ୟୁ


୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଟାଙ୍ଗିଲି ପଞ୍ଚାୟତର ବାଗସିଂ ସାହିର ପୋଖରୀ ନିକଟରେ ବଜ୍ରପାତରେ ୩ଟି ଗାଈ ମୃତ୍ୟୁ ହୋଇଛି । ମଙ୍ଗଳବାର ସନ୍ଧ୍ୟା ସମୟରେ ଗାଈଗୋରୁ ଚରୁଥିବା ସମୟରେ ଅଦିନିଆ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏଥିରେ ୩ଟି ଗାଈ ଟଳି ପଡ଼ିଥିଲେ । ଗ୍ରାମର ସୁରେଖା ରଇତ, ଚନ୍ଦ୍ର ରଇତ ଓ ଟୁନି ରଇତଙ୍କ ଗୋଟିଏ ଲେଖାଏଁ ଗାଈ ମୃତ୍ୟୁବରଣ କରିଛନ୍ତି ।
Related Content
ଖୋରଧା ଜ଼ିଲା ଯାଦବ ସମିତିର ନବନିର୍ବାଚିତ କର୍ମକର୍ତ୍ତା ମାନେ କଟକରେ ଯାଦବ ମହାସଭାର ନେତୃତ୍ୱଙ୍କୁ ସାକ୍ଷାତ କଲେ
by
Proprietor Abhimanyu Maharana
May 23, 2026
ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା
by
Proprietor Abhimanyu Maharana
May 23, 2026
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ : ମହିଳାଙ୍କ ସ୍ୱାଭିମାନ ଓ ଅଭିମାନ ଉପରେ କୁଠାରଘାତ - ପ୍ରସନ୍ନ
by
Proprietor Abhimanyu Maharana
May 22, 2026
ଆବୁଧାବି ଓଡିଆ ସମାଜ ପକ୍ଷରୁ ଉତ୍କର୍ଷ ଉତ୍ସବ ପାଳନ
by
Proprietor Abhimanyu Maharana
May 22, 2026
Odia Samaj Abudhabi Celebrates Utkarsha Utshav
by
Proprietor Abhimanyu Maharana
May 22, 2026
ଅତର୍କିତ ଅବକାରୀ ବିଭାଗର ଚଢାଉ, ଜବତ ହେଲା ୨୬୯୫ ଲିଟର ଚୋରା ଦେଶୀ ମଦ
by
Proprietor Abhimanyu Maharana
May 22, 2026