Home ଓଡ଼ିଶା ବଥାର୍ଲା ଛକ ଡକାୟତି ଘଟଣା,୩ଜଣଅଭିଯୁକ୍ତ ଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କଲେ କୋର୍ଟ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ଼ ଥାନା ବଥର୍ଲା ଗାଁର ନିକଟରେ ହୋଇଥିବା ଡକାୟତ ଘଟଣା ର ଅଭିଯୁକ୍ତ ମାନଙ୍କୁ ୭ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଆସିଷ୍ଟାଣ୍ଟ ସେକ୍ସନ ଜଜ | ଦଣ୍ଡିତ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଆୱାଜ ମେହେର,ରଞ୍ଜନ ବଗର୍ତ୍ତୀ ଓ ପ୍ରଶାନ୍ତ ଦାମୋଦର, ଗତ ୨୩/୧୦.20 ତାରିଖ ଦିନ ଖପ୍ରାଖୋଲ ବୁଢ଼ୀବାହାଲ ଗାଁର ମାନସ ସାହୁ ଓ ସାଇରାମ ସାହୁ ଏକ ମଟର ସାଇକଲ ରେ ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କ ରୁ ୩ ଲକ୍ଷ ୫୦ ହଜାର ଉଠାଇ ଘର କୁ ଯାଉଥୁବା ବେଳେ ବଥର୍ଲା ନୂଆବନ୍ଧ ନିକଟରେ 6ଜଣ ଦୃବୁର୍ତ୍ତ ହାତରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିବା ସହ ସବୁଟଙ୍କା ଲୁଟି ନେଇଥିଲେ | ଏନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୪ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟଦୁଇ ଅଭିଯୁକ୍ତ ଶିବ କୁମ୍ଭାର ଓ ରାଜୁ ବାଗ ଘଟଣା ଦିନରୁ ହିଁ ଫେରାର ଅଛନ୍ତି | ତେବେ ବିଚାର ଚାଲିଥିବା ସମୟରେ ହିଁ ଜଣେ ଅଭିଯୁକ୍ତ ପିତବାସ ସାହୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୩ ଜଣଙ୍କୁ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ହୋଇଛନ୍ତି ଏନେଇ ସରକାରୀ ଓକିଲ ପ୍ରଶାନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026