୧୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଖଜୁରିପଦା ଠାରେ ଚଳିତ ବର୍ଷ ହେବାକୁ ଥିବା ଠାକୁରାଣୀ ଯାତ୍ରା ଏବଂ ଗ୍ରାମ୍ୟ ପରିଚାଳନା ନିମନ୍ତେ ନୂଆ କମିଟି ଗଠନ କରାଯାଇଛି । ଯାତ୍ରା କୁ ନେ଼ଇ ଗ୍ରାମବାସୀ ଦ୍ୱାରା ଏକ ବୈଠକ ଅନୁଷ୍ଠିତ କରଯାଇଥିଲା । ସୁରୁଖୁରୁରେ ଯାତ୍ରା କିଭଳି ସମାପନ ହେବ ଏବଂ ଯାତ୍ରା ନିମନ୍ତେ ଟଙ୍କା ଆଦାୟ କିଭଳୀ କରାଯିବ ତାହାକୁ ନେଇ ବିଶେଷ ଆଲୋଚନା କରାଯାଇଥିଲା ।
ପୂର୍ବତନ କମିଟି ର ସଭାପତି ଲୋକନାଥ ମାଝୀ, ସମ୍ପାଦକ କୃଷ୍ଣ ଚନ୍ଦ୍ର ପାଇକ, କୋଷାଧ୍ୟକ୍ଷ ସନ୍ତୋଷ ଦଳପତି ଦୀର୍ଘ ବର୍ଷ ହେବ ଦାୟିତ୍ଵ ବହନକରି ଆସୁଥିଲେ, ଦାୟିତ୍ଵ ରୁ ଅବସର ପରେ ଗତକାଲି ତଥା ରବିବାର ଦିନ ନୂତନ କମିଟି ବଛାଯାଇ, ନୂତନ କମିଟି ଦାୟିତ୍ଵ ଗ୍ରହଣ କରିଛନ୍ତି । ନୁତନ କମିଟି ମଧ୍ୟରେ ସଭାପତି ଅଭିମନ୍ୟୁ ଦଳାଇ, ଉପସଭାପତି ଯମୁନା ପ୍ରଧାନୀ, ସମ୍ପାଦକ ଜିତୁ ପାଇକ,
