ଓଡ଼ିଶାରେ ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ : ଗ୍ରାମୀଣ ବିକାଶ ବିଭାଗ – ମନ୍ତ୍ରୀ ସୁଶାନ୍ତ ସିଂ

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ଭୁବନେଶ୍ୱର :- ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ହେବ କାମ । ଓଡ଼ିଶାରେ ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମୀଣ ବିକାଶ ବିଭାଗ । ଏ ନେଇ ସର୍ଭେ ଚାଲିଛି ୧୪ ଟି ଜିଲ୍ଲାରେ ସରିଛି । ବାକି ୧୬ ଜିଲ୍ଲାରେ ଜୁନ ୩୦ ତାରିଖ ସୁଦ୍ଧା ସରିବ । ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବା । ବର୍ଷା ସରିବା ପରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବାର ଲକ୍ଷ୍ୟ ରହିଛି ବୋଲି ରାଜ୍ୟ ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version