ଭୂତଳ ଜଳର ଉପଲବ୍ଧତା ସଂପର୍କିତ ମୋବାଇଲ୍ ଆପ୍ର ଶୁଭାରମ୍ଭ
ଜିଓଲୋଜିଷ୍ଟ ମାନେ ଭୂତଳ ଜଳର ସଠିକ୍ ସ୍ଥିତି ଅନୁଧ୍ୟାନ କରି ଜଳର ଉପଯୁକ୍ତ ବିନିଯୋଗରେ ସହାୟକ ହୁଅନ୍ତୁ – ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ

