ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ

ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଛି । ଏଭଳି ଘଟଣା ଘଟିଛି ଗଜପତି ମୋହନା ଥାନା ଅଣ୍ଡରାଗଡ଼ ଗାଁରେ । ସୂଚନା ପ୍ରକାରେ ଅଣ୍ଡରାଗଡ଼ ଗାଁର ଛ ଜଣ ବ୍ୟକ୍ତି ଗାଁ ନିକଟ ଏକ ପାହାଡ଼ କୁଦିଆକୁ ଯାଇ ସେଠାରେ ଛତୁ ସଂଗ୍ରହ କରି ଭୋଜି କରି ଖାଇଥିଲେ ।
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026