ଜଟଣୀ ଲୟୋର୍ସ ଆସୋସିସନର କର୍ମକର୍ତ୍ତା ନିର୍ବାଚିତ

୨୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ଲୟର୍ସ୍ ଆସୋସିସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାହ୍ନୁ ଚରଣ ପ୍ରଧାନ ସଭାପତି,ଅରୁଣ କୁମାର ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ସୁଶୀଲ କୁମାର ମହାନ୍ତି ଉପ ସଭାପତି, ଆଶୁତୋଷ ରାୟ ସହ ସମ୍ପାଦକ, ଅରୁଣ କୁମାର ଦାଶ ଯୁଗ୍ମ ସମ୍ପାଦକ, ରାଜେଶ କୁମାର ଶର୍ମା କୋଷାଧ୍ୟକ୍ଷ, ଶିବ ପ୍ରସାଦ ରଥ ପୁସ୍ତକାଳୟ ସମ୍ପାଦକ ଏବଂ କାର୍ଯ୍ୟକାରିଣୀ କମିଟିକୁ ସଞ୍ଜୟ କୁମାର ମହାନ୍ତି, ପର୍ଶୁରାମ ପାତ୍ର, ରବି କୁମାର ପଣ୍ଡା, ଜଟାଧାରୀ ପ୍ରଧାନ, ମଧୁସ୍ମିତା ନାୟକ, ଆଶିଷ କୁମାର ମହାପାତ୍ର, ସୁରେଶ କୁମାର ଶର୍ମା ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଅର୍ଜୁନ ଚରଣ ସାମନ୍ତରାୟ ସୁଚନା ଦେଇଛନ୍ତି। ଏଥିରେ ସହକାରି ନିର୍ବାଚନ ଅଧିକାରୀ ଜ୍ୟୋତି ଶଙ୍କର ବଳିଆରସିଂ କାର୍ଯ୍ୟ ତୁଲାଇ ଥିବା ଆସୋସିସନ ପକ୍ଷରୁସୂଚନା ଦିଆଯାଇଛି ।

Exit mobile version