ସମ୍ବଲପୁର ବିଜୁ ଯୁବ ଜନତାଦଳର ଜିଲ୍ଲା ସଭାପତି : ଲଷ୍ମୀ ମହାପାତ୍ରଙ୍କ ଜନ୍ମଦିନ ଅବସରରେ ଜୀବନବିନ୍ଦୁ ମୋ ପରିବାର ରକ୍ତଦାନ ଶିବିର ଅନୁଷ୍ଠିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ସମ୍ବଲପୁର  :- ବିଜୁ ଯୁବ ଜନତାଦଳର ଜିଲ୍ଲା ସଭାପତି ଲଷ୍ମୀ ମହାପାତ୍ରଙ୍କ ଜନ୍ମଦିନ ଅବସରରେ ଆଜି ରେମେଡ ସ୍ଥିତ କଣ୍ଟାମିଲ ପଡା ଠାରେ ଏକ ଜୀବନବିନ୍ଦୁ ମୋ ପରିବାର ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ! ଏହି ଅବସରରେ ଓଡିଶା ସରକାରଙ୍କ କାଳିଆ “କୃଷି ଓ କୃଷକ ସଶକ୍ତିକରଣ ବିଭାଗ’ର ଉପଦେଷ୍ଟା ଶ୍ରୀ ସଞ୍ଜୟ କୁମାର ବାବୁ,ଜିଲ୍ଲା ପରିଷଦ ସଭାନେତ୍ରୀ କୁମଦିନି ନାଏକ,ଜୀବନବିନ୍ଦୁ ମୋ ପରିବାର ଜିଲ୍ଲା ସଂଯୋଜିକା ଶ୍ରୀମତୀ କବିତା ପୁରୋହିତ, ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ଉଷା ପ୍ରଧାନ,ରାଜ୍ୟ ଯୁବ ସମ୍ପାଦକ ହୀରାଲାଲ୍ ବେହେରା,ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର,ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦୂରିଆ,ଦୁଲାଲ ଚନ୍ଦ୍ର ରାୟ,ବବି ସିଂ, ମାୟାଧର ଜେନା,ଜିଲ୍ଲା ଆଇଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁଜ ଜେନା, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ସଞ୍ଜୟ ଓରାମ, ବରିଷ୍ଠ ନେତା ବିଷ୍ଣୁ ପ୍ରଧାନ, ସମିତି ସଭ୍ୟ ସରୋଜ ପ୍ରଧାନ, ଛାତ୍ର ନେତା ରାଜେଶ ଚଇନି, ରିକୁ ପଟେଲ୍, ଉତ୍ତମ ବାଗ୍, କୁନା ବାଗ୍, ଯୁଗଲ ବନଛୋର୍, ଈଶ୍ବର ଠେକୁଆ,ହରେକୃଷ୍ଣ ସରାପ ହୃଦାନନ୍ଦ ଓରାମ, ସୁନିଲ ଓରାମ ପ୍ରମୁଖ ଅନେକ କର୍ମୀ ଉପସ୍ଥିତ ଥିଲେ !!

 

Exit mobile version