ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସରଦାପୁର ଗ୍ରାମରେ ଗ୍ରାମ ଦେବତା ମନ୍ଦିର ପ୍ରତିଷ୍ଠା ଦିବସର ବାର୍ଷିକ ଉତ୍ସବ ପାଳନ

୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସରଦାପୁର ଗ୍ରାମ ପଞ୍ଚାୟତର ସରଦାପୁର ଗ୍ରାମରେ ଗ୍ରାମଦେବତା ମନ୍ଦିର ପ୍ରତିଷ୍ଟା ଦିବସର ବାର୍ଷିକ ଉତ୍ସବ ପାଳନ ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ,ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଆରଏମସିଏସ ଅଧ୍ୟକ୍ଷ ଏସ.ଗଜପତି ରାଓ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ.ବୀରରାଜୁ,ଜିଲ୍ଲା ପରିଷଦ ସଦସ୍ୟ ଏସ.ବାଳରାଜୁ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ,ଯୁବନେତା ଜି. ବିଜୟ କୁମାର, ସ୍ଥାନୀୟ ସରପଞ୍ଚ ଓ ସମିତି, ସମସ୍ତ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version