ରା.ଉଦୟଗିରି ସହରରେ ଏକ ଅଜଗର ସାପ କୁ ବାଡେଇ ବାଡେଇ ମାରିଦେଲେ ଗ୍ରାମବାସୀ

ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ରା.ଉଦୟଗିରି ସହରର ଏକ ବନ୍ଧ ର ମହିଳା ଟୁଠ ଯିବା ରାସ୍ତାରେ ଏକ ବିରଳ ଅଜଗର ୧୨ ଫୁଟ ଲମ୍ବା ସାପ ସନ୍ଧ୍ୟା ୭.୩୦ମିନଟରେ ଦେଖିବାକୁ ପାଇଥିଲେ. ଏହାକୁ ଦେଖି ଭୟ ଭିତ ମହିଳା ମାନେ ଆତଙ୍କିତ ହୋଇଯାଇ କିଛି ଲୋକଙ୍କୁ ଡାକିଥିଲେ ଲୋକ ମାନେ ପହଞ୍ଚି ମିଳି ମିଶି ସାପଟିକୁ ପିଟି ପିଟି ମାରିଦେଇ ଥିଲେ (ପାରଳଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version