ରଣପୁର ପଚୁଂଦୋଳ ଅନୁଷ୍ଠିତ ଉପର ମଣିନାଗ ରୁ ଆସିଲା ଆଂଗ୍ୟ ମାଳ, ଶତାଧିକ ଭକ୍ତ ଗହଳି କମ୍ପିଲା ବଡଦାଣ୍ଡ
ରଣପୁର ପଚୁଂଦୋଳ ଅନୁଷ୍ଠିତ ଉପର ମଣିନାଗରୁ ଆସିଲା ଆଜ୍ଞାମାଳ, ୧୦୮ ଦୋଳ ପଞ୍ଚୁଦୋଳ ପଡିଆ ଠାରେ ଏକତ୍ରିତ ପୂଜା ପାଉଥିବା ବେଳେ ରଣପୁର ଗଡ ର ରାଜାଙ୍କ ଉପସ୍ଥିତ ବିନା ପାଳିତ ହୋଇଯାଇଛି ।

