୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :- ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆ ର ପାଚେରୀ ଓ ଆନୁସଙ୍ଗିକ ଉନ୍ନତି ପାଇଁ ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆଶୋକ ଚନ୍ଦ୍ର ପଣ୍ଡା ଙ୍କ କରକମଳ ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା l ପ୍ରାୟ ୧ କୋଟି ଟଙ୍କା ବ୍ୟୟ ଅଟକଳ ରେ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ କାଯ୍ୟ କରାଯିବ l 
ମାନନୀୟ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର କର୍ପୋରେଟର ଦୀପକ ମିଶ୍ର , ଶ୍ରୀଧର ବେହେରା, ଆଶ୍ୱିନ ସୁନ୍ଦରାୟ , ହୃଦୟବଳବ ସାମନ୍ତରାୟ, ଇଂ ସୁଜିତ୍ ସ୍ଵାଇଁ, ରାମ ରଣସିଂହ, ସଂଯୁକ୍ତା ଭୁତିଆ, ପ୍ରଭାତ ପ୍ରଧାନ, ବାପିନା ପ୍ରଧାନ, ବଳରାମ ପ୍ରଧାନ, ସନ୍ଦୀପ ବିଶ୍ଵାଳ, ସୁଶାନ୍ତ ଦୀକ୍ଷିତ, ରୋହନ ରାଉତରାୟ, ପ୍ରଦ୍ୟୁମ୍ନ ମାର୍ଥା, ବିଜୟ ପ୍ରଧାନ, କାଳନ୍ଦୀ ବାରିକ, ଉଗ୍ରସେନ ପାଇକରାୟ ଉପସ୍ଥିତ ଥିଲେ l

