ରଣପୁର ରେ ବନ୍ଧନ BANK ଶୁଭାରମ୍ଭ : NAC ଚେୟାରମେନ,ରଙ୍ଗୀନ ମହାନ୍ତି

୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟଗଡ଼ /ରଣପୁର N A C :- ୱାର୍ଡ ନୋ ୧୦, ପାଟରା ସାହି ନୟଗଡ଼ ରଣପୁର ରେ ବନ୍ଧନ bank ଶୁଭାରମ୍ଭ ହେଲା । ଏଥିରେ   ମୁଖ୍ୟ ଅତିଥି ଭାବେ ରଣପୁର N A C ର ଚେୟାରମେନ,ରଙ୍ଗୀନ ମହାନ୍ତି,ଏବଂ ଏକ୍ସ ଚେୟାରମେନ ସବିତା ଦସ ଉପସ୍ଥିତ ରହି ଉଦ୍ଘାଟନ କଲେ । ବ୍ୟାଙ୍କ ର ଏରିଆ ମ୍ୟାନେଜର, ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକ ମାନେ ଉପସ୍ଥିତ ଥିଲେ । ବନ୍ଧନ ବ୍ୟାଙ୍କ ର ମୁଖ୍ୟ ଉଦେଶ୍ୟ ହେଲା ମହିଳା ମାନଙ୍କୁ ଲୋନ୍ ଦେଇ ସେମାନଙ୍କୁ ସଶକ୍ତି କରଣ କରିବା । ଏବଂ ଆମର ସବୁ ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇ ସୁସଜିତ କରିଥିଲେ ।

Exit mobile version