୧୨୫ଟି ସହରରେ ୫ଜି ସେବାର ଶୁଭାରମ୍ଭ କରିଛି ଏୟାରଟେଲ୍

ଏୟାରଟେଲ୍ ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ଟାଉନ୍ ଓ ପ୍ରମୁଖ ଗ୍ରାମାଂଚଳରେ ୫ଜି ସେବା ପ୍ରଦାନ କରିବ ପାଇଁ କାର୍ଯ୍ୟ ଜାରି ରଖିଛି ।’ ଏୟାରଟେଲ୍ ଜମ୍ମୁର ଉତରରେ ଥିବା ସହରରୁ ଆରମ୍ଭ କରି କନ୍ୟାକୁମାରୀର ଦକ୍ଷିଣ ଭାଗ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ସହରଗୁଡିକରେ ଏୟାରଟେଲ୍ ୫ଜି ସେବା ପ୍ରଦାନ କରୁଛି । ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ ବ୍ୟବହାରିକ ମାମଲା ସହିତ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି ।
Related Content
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି
by
Proprietor Abhimanyu Maharana
May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ
by
Proprietor Abhimanyu Maharana
May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ
by
Proprietor Abhimanyu Maharana
May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ
by
Proprietor Abhimanyu Maharana
May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର
by
Proprietor Abhimanyu Maharana
May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ
by
Proprietor Abhimanyu Maharana
May 6, 2026