
୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ପ୍ରଦର୍ଶନୀ ମେଳା ସ୍ଥାନୀୟ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତ୍ରିପତି ରାଓ,ଅଧକ୍ଷ ,ଜିଲ୍ଲାପରିଷଦ ଗଜପତି,ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପାଳ ଗଜପତି, ଡ଼କ୍ଟର ଦୁର୍ଗା ପ୍ରସାଦ ପାଢ଼ୀ, ନିର୍ଦ୍ଧେଶକ, ସି.ୟୁ.ଟି.ଏମ ,ଶ୍ରୀଯୁକ୍ତ ସୁନାରାମ ସିଂ,ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଗଜପତି,ଶ୍ରୀଯୁକ୍ତ ଏନ୍.ବୀରାରାଜୁ,ଅଧ୍ୟକ୍ଷ,ପଞ୍ଚାୟତ ସମିତି ଗୋଷାଣୀ, ଶ୍ରୀମତୀ ପୁର୍ଣ୍ଣବାସୀ ନାୟକ,ଅଧ୍ୟକ୍ଷା,ପଞ୍ଚାୟତ ସମିତି ରାୟଗଡ଼ ପ୍ରମୁଖ ଅତିଥି ଗଣ ମଞ୍ଚାସିନ ଥିଲେ ।

