
୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବଙ୍କ ନିର୍ଦେଶରେ ତାଙ୍କ ଧର୍ମପତ୍ନୀ ଓ ଖୋର୍ଦ୍ଧା ଜିଲ୍ଲା ସୁସଙ୍ଗଠିକା ସ୍ଵାଗତିକା ଜଗଦେବଙ୍କ ସଭାପତିତ୍ବରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 107 ତମ ଜୟନ୍ତୀ ବାଲୁଗାଁ ସ୍ଥିତ କ୍ରିଷ୍ଣା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ନାଥ ମାନସିଂହ , ମୁଖ୍ୟ ବ୍ୟକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ସଂମ୍ମାନିତ ଅତିଥି ଭାବେ ବିଜୁ ଜନତାଦଳର ଉପସଭାପତି ପ୍ରଭାସ ସୁନ୍ଦରାୟ, ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ,

