ମାର୍ଚ୍ଚ 4 ତାରିଖ ଲାଇନମ୍ୟାନ ଦିବସ TPCODL ନୟାଗଡ ଡିଭିଜନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ମାର୍ଚ୍ଚ 4 ତାରିଖ ଲାଇନମ୍ୟାନ ଦିବସ TPCODL ନୟାଗଡ ଡିଭିଜନ ପେରିଫେରି ସେକସନ 33/11 kv ପ୍ରାଇମେରୀ ସବଷ୍ଟେସନ ମହୀପୁର ଠାରେ ଆୟୋଜିତ ହୋଇଯାଇଛି. ଉକ୍ତ ଦିବସରେ ମୁଖ୍ୟଅତିଥି ଭାବେ ପେରିଫେରି ସେକସନ ର ASSISTANT ମ୍ୟାନେଜର ER. ବଳଭଦ୍ର ସାମନ୍ତରାୟ ଏବଂ ସେକସନ ର ଷ୍ଟାଫ ଜ୍ୟୋତି ରଞ୍ଜନ ସାହୁ,ରଂଜତ ହରିଚନ୍ଦନ, ଦୀପକ ପ୍ରଧାନ,ଅର୍ଜୁନ ପ୍ରଧାନ ଏବଂ ସମସ୍ତ ଉପସ୍ଥିତ ଥିଲେ. ସୁରକ୍ଷା ଉପରେ ବିଶେଷ ଆଲୋଚନା ହୋଇଥିଲା. ବିଦ୍ୟୁତ କାର୍ଯ୍ୟ କଲା ବେଳେ କିପରି ଭାବେ ସୁରକ୍ଷା ଅବଲମ୍ବନ କରିବା ଏବଂ ନିଜର ସୁରକ୍ଷା ସହିତ ଜନସାଧାରଣ ଙ୍କ ର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା.

Exit mobile version