ସୋସିଆଲ ମିଡିଆ ରେ ପ୍ରୋଫାଇଲ ଫଟୋ ବଦଳାଇବା ନେଇ ଚର୍ଚ୍ଚା – ଶ୍ରୀ ନବୀନ ପଟ୍ଟନାୟକ

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ସୋସିଆଲ ମିଡିଆ ଫେସବୁକ ଓ ଟ୍ୱିଟର ରେ ମୁହଁରେ ମାସ୍କ ପିନ୍ଧି ଉଠେଈଥିବା ଫଟୋ ନିଜର ପ୍ରୋଫାଈଲ ରେ ରଖି ଓଡିଶାର ସମସ୍ତ ଜନସାଧାରଣ ଙ୍କୁ କରୋନା ସମୟରେ ସଚେତନ କରିଛନ୍ତି ।

ପୁର୍ବରୁ ଓଡିଶା ସରକାରଙ୍କ ର ଦୁଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଦେଶରେ ମଡେଲ ବୋଲି ଉପସ୍ଥାପିତ ହୋଇ ପାରିଛନ୍ତି

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version