୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଫୁଟ୍ଟାସିଂ ପ୍ରାଥମିକ ବିଦ୍ୟାଳୟରେ ଉପ-ଜିଲ୍ଲା ପାଳ ପରିକ୍ରମା ତଦାରକ କରିବା ନେଇ ସ୍କୁଲକୁ ପ୍ରବେଶ କରୁଥିଲେ । ତଥ୍ ସହିତ ଶ୍ରେଣୀ ଗୃହରେ ଦୁଇ ଗୋଟି ଶିକ୍ଷକ ଥିବା ଜଣାପଡିଛି । ଉପ-ଜିଲ୍ଲା ପାଳ ଶ୍ରେଣୀ କକ୍ଷରେ ଥିବା ଛାତ୍ର, ଛାତ୍ରୀମାନଙ୍କୁ ପଚରା ଉଚୁରା କରୁଥିଲେ । ଏହା ସହ ସରକାରୀ ବିଦ୍ୟାଳୟରେ ଅଙ୍ଗନ ୱାଡି କେନ୍ଦ୍ର ଥିବାବେଳେ ସେହି ଶିଶୁମାନେ ସ୍କୁଲ୍ ଶ୍ରେଣୀ କକ୍ଷରେ ମିଳି ମିଶି ବସିଥିବା ସହ ଶିଶୁମାନଙ୍କୁ ମଧ୍ୟ ପାଠ ପଡା ବିଷୟରେ କତଫ କତନ କରୁଥିଲେ । ଏହି ପରିସ୍ଥିତିରେ ସ୍କୁଲ୍ ପିଲା ଏବଂ ଅଙ୍ଗନ ୱାଡି ପିଲା ମଧ୍ୟରେ ବିଶୃଙ୍ଖଳା ମଧ୍ୟ ବେଳେବେଳ ହେବାର ଦେଖା ଦେଉଛି । ଶିକ୍ଷକକହିଲେ କି,ସ୍କୁଲର ପରିସ୍ଥିତି ନେଇ ପାଣିର ବ୍ୟବସ୍ଥା ନାହିଁ ବୋଲି କହୁଥିଲେ ।
କାଉଟି କଲ୍ୟାଣ ବିଭାଗ ପକ୍ଷରୁ ଯେଉଁ ଯେଉଁ ଲୋକମାନେ ବିନା ମୂଲ୍ୟରେ ଚାଉଳ ପାଇ ନାହାଁନ୍ତି ଏହା ବିଷୟରେ ଆଲୋଚନା କରୁଥିଲେ । ଏହା ନେଇ ଲୋକ ମାନଙ୍କର କାର୍ଡ ଦାରୀ ନିଜ ନିଜର ତଦାରକ କରିବା ବେଳେ ଲୋକଙ୍କୁ ଏକ ନୂତନ କାର୍ଡର ବ୍ୟବସ୍ଥା ମଧ୍ୟ ପାଇ ପାରିଥିବା ଜଣାପଡିଛି । ଆଉ ଏକ ଦୃଷ୍ଟିରେ ଫୁଟ୍ଟାସିଂ(ଫୁଟ୍ଟା) ଅଙ୍ଗନ ୱାଡି କେନ୍ଦ୍ର ଉପ-ଜିଲ୍ଲା ପାଳ ତଦାରକ କରୁଥିବା ବେଳେ ଅଙ୍ଗନ ୱାଡି କେନ୍ଦ୍ରରେ ଆଜି ତାଲା ଝୁଲି ରହିଥିବା ଦେଖିବାକୁ ପାଇ ପାରୁଛେ । ତତ୍ ସହିତ ଅଙ୍ଗନ ୱାଡି ଶ୍ରୀମତି-ସୁବର୍ଣ୍ଣ ସିଂ ଏବଂ ଅଙ୍ଗନ ୱାଡି ରୋଷେଇ କର୍ମୀ ମଧ୍ୟ ରହି ନ ଥିବା ଜଣା ପଡିଛି । ଏହା ପରେ ଉପ-ଜିଲ୍ଲା ପାଳ ଫୁଟ୍ଟାସିଂ ଏରିଆ ପରିକ୍ରମା କରୁଥିବା ବେଳେ ଆଜି ଗୁଣ୍ଡୃବା ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନ ୱାଡି କେନ୍ଦ୍ର ମଧ୍ୟ ତଦାରକ କରୁଥିଲେ । ତାହା ସହିତ ଗ୍ରାମବାସୀମାନଙ୍କର ସମସ୍ୟା ନେଇ ଉପ-ଜିଲ୍ଲାପାଳ ବୁଝି ବ୍ୟବହାର କରି କାର୍ଯ୍ୟ କରିବା ବାକି ରହିଲା । ଉପ-ଜିଲ୍ଲାପାଳ ଶ୍ରୀ-ଲଡିତ୍ କୁମାର କହଁର ଫୁଟ୍ଟାସିଂ ଏରିଆ ସ୍କୁଲ୍,ଅଙ୍ଗନ ୱାଡି କେନ୍ଦ୍ର ଅନେକ କ୍ଷେତ୍ରରେ ଆଲୋଚନା କରିବା ଫଳରେ,ସରପଞ୍ଚ ଶ୍ରୀ-ଏସିୟ ଶବର, ଗ୍ରାମ ସେବକ-ଗୌରାଙ୍ଗ କାନ୍ଦମ୍ବାଲୁ,ସଭ୍ୟ ଶ୍ରୀ-ଶୋଲମନ୍ ଗମାଙ୍ଗ,କାଉଟି କଲ୍ୟାଣ ବିଭାଗ ଶ୍ରୀମତୀ-ସୁନିତା ବେହେରା,ଶ୍ରୀ-ଦେବ ବ୍ରତ ମହା ପାତ୍ର,ଗ୍ରାମ ୱାଡ ମେମ୍ବର ଶ୍ରୀ-ଡରସିଂ ଦଳବେହେରା, ତ୍ରୀନାଥ ଗମାଙ୍ଗ,ପଇତ ଶବର, ଡିସନ୍ ଗମାଙ୍ଗ,ଏନୁଷ ଶବର, ଏଲିଆଜର୍ ଗମାଙ୍ଗ,ଜନାସ୍ କାର୍ଯୀ ଗ୍ରାମ ବାସୀବୃନ୍ଦ ଉପସ୍ଥିତ ଥିଲେ ।

