Home Uncategorized ୪ଆହତ, ଅଟୋ-ବାଇକ ମୁହାଁମୁହିଁ ଧକ୍କା ବାଇକ ଚାଳକ ମୃତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୦୨ ମାର୍ଚ୍ଚ, ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ବାଇକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ଫୁଟ ତଳକୁ ଖସିଲା ଅଟୋ l ଘଟଣାରେ ଗୁରୁତର ହେବା ସହ ୪ ଆହତ l ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ନିକଟ ହାଟପଦା ନିକଟରେ l ଶିଆଳିଲଟି ଗ୍ରାମରୁ ଏକ ଅଟୋ କିଛି ଶ୍ରମିକଙ୍କୁ ନେଇ ମୋହନା ଆସୁଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଯାହାଫଳରେ ୨ଜଣ ଶ୍ରମିକ ଗୁରୁତର ଆଘାତ ହେବା ସହ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ ତଳକୁ ଓଲଟି ପଡିଥିଲା lଅଟୋରେ ବସିଥିବା ନବରଙ୍ଗପୁର ଜିଲ୍ଲା କଶଗୁମୁଡ଼ା ଥାନା ଅନ୍ତର୍ଗତ ଶିରୀଶିଆଗୁଡା ଗ୍ରାମର ସିନ୍ଧୁ ଭତ୍ରା (୪୦) ଓ ସେହି ଗ୍ରାମର ଲକି ଚନ୍ଦ୍ର ସବତ୍ରା (୪୫) ଗୁରୁତର ଆହତ ହୋଇଛନ୍ତି l ଏଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚନ୍ଦ୍ରଗିରି ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଆହତମାନେ ହେଲେ ବାଇକ ଚାଳକ ମୋହନା ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମର ବୈକୁଣ୍ଠ ଦଳବେହେରା(୨୫) ଓ ନବରଙ୍ଗପୁର ଜିଲ୍ଲା କଶଗୁମୁଡ଼ା ଥାନା ଅନ୍ତର୍ଗତ ଶିରୀଶିଆଗୁଡା ଗ୍ରାମର ଚିତୁବତ୍ରା (୧୮), ଚୈତନ୍ୟ ସବତ୍ରା (୪୫), କେଶବ ସବତ୍ରା (୨୩) | ୪ ଜଣ ଆହତ ବ୍ୟକ୍ତିଙ୍କୁ ଚନ୍ଦ୍ରଗିରି ମେଡିକାଲକୁ ପଠାଯାଇ ଚିକିତ୍ସିତ ହେଉଛନ୍ତି l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି l Categories: Uncategorized, ଓଡ଼ିଶା, ଗଜପତି, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026