Home ଓଡ଼ିଶା ଆର ଉଦୟଗିରି ଥାନା ପାଟପାଣି ଗ୍ରାମର ୧୦ବର୍ଷର ଶିଶୁ ଶୁଖିଲା ନଦୀରେ ଖେଳୁଥିବା ଥିବା ବେଳେ ନଦି ବାଲି ଧସେଇ ପୋତି ହୋଇ ଶିଶୁର ଜୀବନ ଗଲା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଶୁଖିଲା ନଈରେ ଖେଳୁଥିବା ବେଳେ ଧସିଲା ବାଲି, ପୋତି ହୋଇ ଚାଲିଗଲା ୧୦ ବର୍ଷର ଶିଶୁର ଜୀବନ ଆଜି କିଛି ଶିଶୁ ପାଟପାଣି ଗ୍ରାମଦେଇ ଯାଇଥିବା ରାମ ନଦୀ ମଧ୍ୟରେ ଗାତ କରି ଖେଳୁଥିଲେ ସେହି ସମୟରେ ହଠାତ ନଦୀର ବାଲି ଧସିଯାଇ ଶିଶୁ ମାନଙ୍କ ଉପରେ ପଡିଥିଲା। ଫଳରେ ତିନି ଜଣ ଶିଶୁ ବାଲିରେ ପୋତି ହୋଇଯାଇଥିଲେ ସୂଚନା ମୁତାବକ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ। ନଦୀରେ ଖେଳୁଥିବା ବେଳେ ବାଲିରେ ପୋତି ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ରାମ ରଇତଙ୍କ ୧୦ ବର୍ଷର ଶିଶୁପୁତ୍ର ଈଶ୍ୱର ରଇତ । ସୂଚନା ପ୍ରକାରେ ଆଜି କିଛି ଶିଶୁ ପାଟପାଣି ଗ୍ରାମଦେଇ ଯାଇଥିବା ରାମ ନଦୀ ମଧ୍ୟରେ ଗାତ କରି ଖେଳୁଥିଲେ ସେହି ସମୟରେ ହଠାତ ନଦୀର ବାଲି ଧସିଯାଇ ଶିଶୁ ମାନଙ୍କ ଉପରେ ପଡିଥିଲା। ଫଳରେ ତିନି ଜଣ ଶିଶୁ ବାଲିରେ ପୋତି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଶିଶୁ ମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଶ୍ୱାସରୁଦ୍ଧ ଯୋଗୁଁ ୧୦ବର୍ଷର ଈଶ୍ୱର ରଇତଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ। ଚିକିତ୍ସା ପରେ ଅନ୍ୟ ଦୁଇ ଜଣ ଶିଶୁଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି Categories: ଓଡ଼ିଶା, ଗଜପତି, ହୋମ୍ Related Content ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026 ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026