ହାଇକୋର୍ଟ ର ନିର୍ଦେଶ ଅନୁସାରେ,୨୩ ରେ ନିଆଯିବ ରଥଯାତ୍ରାର ନିଷ୍ପତି

ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) କଟକ :- ରଥଯାତ୍ରା ହେବା ସପକ୍ଷରେ ଏବଂ ବିପକ୍ଷରେ ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା । ଏଥିରେ ଆଇନଜୀବୀ ଦିଲ୍ଲୀପ ରାୟ ଏକ ମାମଲା ରୁଜୁ କରିଥିଲେ ।

ମାନ୍ୟବର ହାଇକୋର୍ଟ ମୂଳ ମାମଲା ଓ ସମସ୍ତ ପକ୍ଷଙ୍କ ପିଟିସନ୍‌ର ଶୁଣାଣି ପରେ ରଥଯାତ୍ରା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇ ରାଜ୍ୟ ସରକାର, ରାଜ୍ୟ ପାଇଁ ଯାହା ମଙ୍ଗଳ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ତାରିଖ ରଥଯାତ୍ରା ବାବଦରେ ନିଷ୍ପତ୍ତି ନେବାକୁ କହିଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version