Home ଓଡ଼ିଶା ସ୍ବେଛାସେବୀଙ୍କ ରକ୍ତଦାନ : ସୁରକ୍ଷାରେ ଗର୍ଭବତୀ ମହିଳା। by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଜୁନାଗଡ ବ୍ଲକ ଅନ୍ତର୍ଗତ ରାଗପୁର ପଞ୍ଚାୟତ କାର୍ଲି ଗାଁର ଭୂମିକା ନାଏକ ଜୁନାଗଡ଼ ସ୍ଥିତ ସନ ହସ୍ପିଟାଲରେ ୨ଦିନ ତଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ।କିନ୍ତୁ ହଠାତ ତାଙ୍କର ରକ୍ତ ବହୁ ମାତ୍ରାରେ କମିଯାଇ ଥିଲା ଓ” ବି ” ନେଗେଟିଭ ଗ୍ରୁପର ରକ୍ତ ଜ଼ରୁରୀ ଥିଲା ।ତାଙ୍କର ଏହି ବିରଳ ରକ୍ତ ଗ୍ରୁପ “ଥିବାରୁ ରକ୍ତ ଆବଶ୍ୟକ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶ ହୋଇଥିଲା। ଖବର ଜାଣିବା ପରେ ନର୍ଲା ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସଦସ୍ୟ ଅଜିତ କୁମାର ସାହୁ “ବି ନେଗେଟିଭ” ୬ନଂ ଥର ଏବଂ ଜୁନାଗଡ଼ର ଲିଙ୍ଗରାଜ ତ୍ରିପାଠୀ ମଧ୍ୟ ୬ନଂ ଥର “ବି ନେଗେଟିଭ” ବିରଳ ଗ୍ରୁପର ରକ୍ତ ସ୍ବେଚ୍ଛାକୃତ ଭାବେ ଭବାନୀପଟଣା ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଥିଲେ । ଏଥିରେ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ସହଯୋଗ କରିଥିଲେ। ରକ୍ତ ଭଣ୍ଡାରର ଟେକନିସିଆନ ଅଜିତ ନାଏକ, ଗିରିଷ ନାଏକ ଏବଂ ଡମ୍ବରୁଧର ସାହୁ ରକ୍ତ ସଂଗ୍ରହ କରିଥଲେ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ମା'ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ by Proprietor Abhimanyu Maharana May 14, 2026 ଜଳକ୍ରୀଡା ଏକାଦଶୀ ତିଥିରେ ମା ରାମଚଣ୍ଡୀଙ୍କ ଜଳଶାୟୀ by Proprietor Abhimanyu Maharana May 14, 2026 ହୁଳୁହୁଳିଆ ପୋଲ ଠାରେ ଦୁଇ ଭାଇଙ୍କ ଆତଙ୍କରାଜ by Proprietor Abhimanyu Maharana May 14, 2026 ପର୍ଯ୍ୟଟକ ଓ ବିଦେଶୀଙ୍କ ପସନ୍ଦ ତାଳସଜ by Proprietor Abhimanyu Maharana May 14, 2026 ରଥ ନିର୍ମାଣ ସମୀକ୍ଷା ବୈଠକ by Proprietor Abhimanyu Maharana May 14, 2026 ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ by Proprietor Abhimanyu Maharana May 14, 2026